ଦଶପଲ୍ଲାରେ ରମେଶ ଙ୍କ ପଲ୍ଲା ଭାରୀ ହେଉଛି – ଏକତରଫା ହେବ ଲଢେଇ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଂଜୀବ କୁମାର ଡାକୁଆ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଗ୍ରାଉଣ୍ଡ ଜିରୋ ରେ ପହଞ୍ଚି ସିଙ୍ଗାରପଲ୍ଲୀ ପଞ୍ଚାୟତ ରେ କିଛି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ନେଇଥିଲୁ I ଦଶପଲ୍ଲା ରେ ଏଥର ବିଧାୟକ ପ୍ରାର୍ଥୀ ରୂପେ ଅନେକ ଦିନର ବ୍ୟବଧାନ ପରେ ବିଜେଡି ରିପିଟ କରି ରମେଶ ଚନ୍ଦ୍ର ବେହେରା ଙ୍କୁ ଟିକେଟ ଦେଇଥିବା ବେଳେ କନ୍ଧମାଳରେ ମଧ୍ୟ ସାଂସଦ ପ୍ରାର୍ଥୀଙ୍କୁ ଦଳ ରିପିଟ କରିଛି ! ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ଭାବେ ରାଘବ ମଲ୍ଲିକ ଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ ସାଂସଦ ପ୍ରାର୍ଥୀ ଭାବେ ବିଜେପି ସୁକାନ୍ତ ପାଣିଗ୍ରାହୀ ଙ୍କୁ ଟିକେଟ ଦେଇଛି l କିନ୍ତୁ କଂଗ୍ରେସ ଏଯାଏ କାହାକୁ ପାର୍ଥି ଦେଇନାହିଁ l କିନ୍ତୁ ନୂଆଗାଁ ବ୍ଲକ ରେ ଭୋଟର ଙ୍କ ମୁଡ଼ ଏଥର ରମେଶ ବେହେରା ଆଡକୁ ପୁଣି ଆକୃଷ୍ଟ ହେବl ଜଣାପଡୁଛି l

 

Leave a Reply

Your email address will not be published. Required fields are marked *