ପଦ୍ମପୁର ଧୂମାଭଟା ଛକ ଠାରେ କଂଗ୍ରେସ ର ନିର୍ବାଚନୀ ସଭା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ଧୂମାଭଟା ଛକ ଠାରେ କଂଗ୍ରେସ ର ନିର୍ବାଚନୀ ସଭା ! ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧୂମାଭଟା ଛକ ଠାରେ କଂଗ୍ରେସ ଦଳ ତରଫରୁ ଏକ ନିର୍ବାଚନି ସଭା ଅନୁଷ୍ଠିତ ହୋଇଯାଇଛି ! ଏହି ସଭା ରେ ପଦ୍ମପୁର ବିଧାନସଭା ପ୍ରାର୍ଥୀ ଟଙ୍କଧର ସାହୁ ଯୋଗ ଦେଇଥିଲେ ! ସମ୍ମାନିତ ଅତିଥି ରୂପେ ପଦ୍ମପୁର ର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ ଯୋଗଦେଇ ତାଙ୍କ ଅଭିଭାଷଣ ରଖିଥିଲେ ! ଏହି କାର୍ଯ୍ୟକ୍ରମ ରେ ବିଜେଡି ଦଳ ଛାଡି ଆନନ୍ଦ ବାଲମ ଓ ତାଙ୍କ ସମର୍ଥକ ମାନେ କଂଗ୍ରେସ ରେ ଯୋଗଦେଲେ !

Leave a Reply

Your email address will not be published. Required fields are marked *