କଂଗ୍ରେସ ପ୍ରାର୍ଥୀ ଦେବାଶିଷ ଙ୍କ କ୍ୟାମ୍ପ ରେ ଯୋଗଦେଲେ ବହୁ ଭାଜପା କର୍ମୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରାଜନୀତି ରେ ପୁଣି ଆସିଲା ଟ୍ଵିଷ୍ଟ ! କଂଗ୍ରେସ ପ୍ରାର୍ଥୀ ଦେବାଶିଷ ଙ୍କ କ୍ୟାମ୍ପ ରେ ଯୋଗଦେଲେ ବହୁ ଭାଜପା କର୍ମୀ ! ପଶ୍ଚିମ ବାଙ୍କୀ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ମାନଙ୍କରୁ ହଜାରରୁ ଉର୍ଦ୍ଧ୍ବ ବିଜେପି ଓ ବିଜେଡି କର୍ମୀ ଏବଂ ନେତା ଆଜି ବିଧିବଦ୍ଧ ଭାବେ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସରେ ଯୋଗ ଦେଇଛନ୍ତି ! ଆଗାମୀ ଦିନରେ ଏହି ମିଶ୍ରଣ ପର୍ବ ଜାରି ରହିବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ! ତେବେ କଂଗ୍ରେସ ରେ ଯୋଗଦାନ ପୂର୍ବରୁ କର୍ମୀ ମାନେ ଯେଉଁପରି ଢଙ୍ଗରେ ବିଜେପି ଟୋପି ପରିତ୍ୟାଗ କରିଥିଲେ ତାହା ବାଙ୍କୀ ରେ ଏକ ନୂଆ ରାଜନୈତିକ ଦୃଶ୍ୟ ବୋଲି ଲୋକେ କହୁଛନ୍ତି !

Leave a Reply

Your email address will not be published. Required fields are marked *