ନୟାଗଡ ରେ ସରିଲା ଭୋଟ ଗ୍ରହଣ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ସରିଲା ମତଦାନ ! ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଭୋଟ ଗ୍ରହଣର ଶତକଡା ପରିମାଣ କମ ଥିବା ସମୟରେ ଅପରାହ୍ନରେ ଆଶାନୁରୂପ ମତଦାନ ହୋଇଥିଲା ! ରଣପୁର ନିର୍ବାଚନ ମଣ୍ଡଳୀରେ ଶତକଡା 74.79 ପ୍ରତିଶତ , ଖଣ୍ଡପଡାରେ 79.8 ପ୍ରତିଶତ ଏବଂ ନୟାଗଡ ରେ 74.81 ପ୍ରତିଶତ ମତଦାନ ହୋଇଥିବାର ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *