ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ !!!

Spread the love

କଳାପଥର ନିକଟସ୍ଥ କେନ୍ଦୁପଲ୍ଲୀ ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ବେହେରା ଏବଂ ସ୍ବର୍ଗତ ଲକ୍ଷ୍ମଣ ବେହେରାଙ୍କୁ ଆତ୍ମୀୟ ସ୍ୱଜନ ମାନେ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ! ସମସ୍ତଙ୍କ ପ୍ରତି ଅତୁଟ ଭଲ ପାଇବା,ସ୍ନେହଭରା କଥା ସମସ୍ତଙ୍କ ହୃଦୟରେ ଏବେବି ଉଜ୍ଜିବୀତ ! ଶୋକ ସନ୍ତପ୍ତ ପରିବାରକୁ ସ୍ଵର୍ଗରେ ଥାଇ ଆଶୀର୍ବାଦ କରୁଥାନ୍ତୁ.! ଅମର ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରିଥିଲେ ପରିବାର ଲୋକେ ! ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୁତ୍ର ଗୋବିନ୍ଦ ବେହେରା, ଅରବିନ୍ଦ ବେହେରା, ବୋହୁ, ନାତି, ନାତୁଣୀ ଓ ବନ୍ଧୁବାନ୍ଧବ ଆତ୍ମିୟ ସ୍ଵଜନ ଉପସ୍ଥିତ ରହିଥିଲେ !

Leave a Reply

Your email address will not be published. Required fields are marked *