ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅଗ୍ନିକାଣ୍ଡ ରେ ୭0 ଛେଳି ଜୀବନ୍ତ ଦଗ୍ଧ , ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଓ କ୍ଷତିପୂରଣ ସହାୟତା ଦାବି ! ଗତକାଲି ବିଳମ୍ବିତ ରାତିରେ ଛେଳି ଗୁହାଳ ରେ ଅଗ୍ନିକାଣ୍ଡ ଘଟି ବାଙ୍କୀ ଥାନା ଅନ୍ତର୍ଗତ ଶିମିଳିପୁର ଗ୍ରାମପଞ୍ଚାୟତ ର ଚାରିଘରିଆ ଗାଁ ହରିଜନ ସାହିର ଭରତ ନାୟକ ଙ୍କ ୭0 ଗୋଟି ଛେଳି ହୋଇଛନ୍ତି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ! ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ କିଏ ଦୁର୍ବୁତ୍ତ ଏଭଳି ବିଳମ୍ବିତ ରାତିରେ ଛେଳି ଗୁହାଳ ରେ ନିଆଁ ଲଗାଇ ଦେଇଥିବାର ସନ୍ଦେହ କରାଯାଇଛି ! ତୁରନ୍ତ ଏହାର ପୋଲିସ ତଦନ୍ତ ସାଙ୍ଗକୁ କ୍ଷତିପୂରଣ ସହାୟତା ପାଇଁ ଦାବି ଜୋର ଧରିଛି !
ବିଳମ୍ବିତ ରାତିରେ ଛେଳି ଗୁହାଳ ରେ ଅଗ୍ନିକାଣ୍ଡ !!!

