ରବି ଟକିଜ ସେଲୁନ୍ ଆଣ୍ଡ୍ ସ୍ପାରେ ଚାଲିଥିଲା ସେକ୍ସ ରାକେଟ୍ : ପୁଲିସ ଚଢ଼ାଉ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀ ଭୁବନେଶ୍ୱରରୁ ସେକ୍ସ ରାକେଟ୍ ଠାବ ! ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ , ଅନୈତିକ କାର୍ଯ୍ୟ ସୂଚନା ପରେ ବଡ଼ଗଡ଼ ପୋଲିସର ଚଢ଼ାଉ ! ଧରା ପଡ଼ିଲେ କିଛି ଯୁବକ , ୨ ଯୁବତୀ ଉଦ୍ଧାର ! ଯୁବତୀଙ୍କୁ ଉଦ୍ଧାର ପାଇଁ ଆସିଥିବା ଜଣେ ଯୁବକଙ୍କୁ ମାଡ଼ , ସ୍ପା ମାଲିକଙ୍କ ମାଡ଼ରେ ଯୁବକ ଜଣଙ୍କ ଆହତ !

Leave a Reply

Your email address will not be published. Required fields are marked *