ପୁଣ୍ୟାତ୍ମା ଖତୀବେୱl ଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ ରେ ପାଠ୍ୟ ଉପକରଣ ବଣ୍ଟନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ସେହ୍ନି, ଧର୍ମପରାୟଣ ତଥା ଦୁଲଣାପୁର ଗ୍ରାମ ର ସୁକନ୍ୟା ଖତୀବେୱ। ଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ ରେ ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁଲଣାପୁର ପଞ୍ଚାୟତ ର ବାରବାଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ର 31 ଜଣ ଛାତ୍ରଛାତ୍ରୀ ଙ୍କୁ ବହି, ଖାତା, କଲମ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଖତିବେୱ। ସ୍ମୃତି ପରିଷଦ ର ସଭାପତି ତଥା ସାମାଜିକ କର୍ମୀ ନିରଞ୍ଜନ ସାହୁ ଙ୍କ ନେତୃତ୍ବରେ ହେଇଥିବା ବଣ୍ଟନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଶିକ୍ଷକ ନିମେଇଁ ଚରଣ ସାହୁ, ସ୍ଥାନୀୟ ୱ।ର୍ଡ ମେମ୍ବର ଲିପା ଦେହୁରୀ, ଯୁବ ଉଦ୍ୟାଗି ନିର୍ମଳ ସାହୁ, ସମାଜସେବୀ ମୁକେଶ ରାଉତ, ଯୁବ ରକ୍ତଦାତା ସର୍ବେଶ୍ଵର ସାହୁ, ଅରୁଣ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟ ତ୍ବରାନ୍ବିତ କରିଥିଲେ ।

Leave a Reply

Your email address will not be published. Required fields are marked *