ଛାତ୍ର ଛାତ୍ରୀ ନାହାନ୍ତି – କାହା ପାଇଁ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନେଇ ତେଜିଲା ଅସନ୍ତୋଷ ! ମୁଣ୍ଡଗଣତି ଅତିଥି ଙ୍କୁ ଡାକି , ହାତ ଗଣତି ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତିରେ କାହିଁକି କାର୍ଯ୍ୟକ୍ରମ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଛାତ୍ର ଛାତ୍ରୀ ! ମହାବିଦ୍ୟାଳୟରେ ନାମଲେଖା ସମୟରେ ପ୍ରତିଟି କାର୍ଯ୍ୟକ୍ରମ ପାଇଁ ଅର୍ଥ ଆଦାୟ ହେଉଥିଲେବି , ଏପରି ଭାବରେ ସମସ୍ତଙ୍କୁ ସୂଚନା ନଦେଇ କାହିଁକି କାର୍ଯ୍ୟକ୍ରମ ବୋଲି ପଚାରିଛନ୍ତି ପୁରାତନ ଛାତ୍ର !

Leave a Reply

Your email address will not be published. Required fields are marked *