କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମାର୍ଶାଘାଇ ଥାନା ଅନ୍ତର୍ଗତ ବାନ୍ଧକୁଦ ଗ୍ରାମରେ ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୟାବହ ଘଟଣା । ଜଣେ ଯୁବକଙ୍କୁ ନିର୍ମମ ଭାବେ ଛୁରାମାଡ, ଆକ୍ରମଣରେ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଗୁରୁତର ଆହତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଥିଲେ ସୁଦ୍ଧା ମୁଖ୍ୟ ଆସାମୀ ଫେରାର । ଏହି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି । ପୋଲିସ ଆସାମୀଙ୍କୁ ଧରିବା ପାଇଁ ବିଶେଷ ତଲାଶୀ ଅଭିଯାନ ଆରମ୍ଭ କରିଛି । ପୋଲିସ ପକ୍ଷରୁ ଆହତଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ।
ମାର୍ଶାଘାଇରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ : ସ୍ତ୍ରୀ – ଝିଅ ଗୁରୁତର !!!

