ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ରାସଗୋବିନ୍ଦପୁର ବ୍ଲକ ଝାଟିଗଡା ପଂଚାୟତର କସାଫଳିଆ ଠାରେ ଥିବା ଦୁଲାଳ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟ ରେ ନବମ ବାର୍ଷିକ ସାଧାରଣ ପରିଷଦ ବୈଠକ କମ୍ପାନୀ ର ନିର୍ଦ୍ଧେସିକା ସୁନିଆ ମାର୍ଣ୍ଡି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି !ଏହି ବୈଠକ ରେ ଅତିଥି ଭାବେ ଜିଲ୍ଲା ଉଦ୍ୟାନ ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ଟଙ୍କଧର କାଲୋ ,ରସଗୋବିନ୍ଦପୁର ବିଭିଓ ଡା ସୂଦୀପ୍ତା ଜେନା , ରସଗୋବିନ୍ଦପୁର ବ୍ଲକ ବିପିଏମ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଦାସ, ଉନ୍ନୟନ ର ଚେୟାରମ୍ୟାନ ଶ୍ରୀମତୀ ନିବେଦିତା ସ୍କଡର, ସମ୍ପାଦିକା ରଶ୍ମି ମହାନ୍ତି,, କମ୍ପାନୀର ନିର୍ଦ୍ଧେସିକା ଗୀତା ସିଂ, ସୀତା ମାର୍ଣ୍ଡି,ଗୋଲାପୀ ରାଉତ, ସୁଗି ମାର୍ଣ୍ଡି ଉପସ୍ଥିତ ରହି ସରକାରୀ ଯୋଜନା, ଏବଂ ବାର୍ଷିକ ବିବରଣୀ,ର ଆୟ ବ୍ୟୟ,, ସବାଇ, ମୁଢି ଛେଳି କୁକୁଡ଼ା ରୁ ବ୍ୟବସାୟ ହୋଇଛି ତାହା ଉପସ୍ଥିତ ଥିବା ପାଞ୍ଚଶହ ସେଆର ହୋଲଡର ମାନଙ୍କୁ ଅବଗତ କରାଯାଇ ଥିଲା !କମ୍ପାନୀର ସି ଇ ଓ ତପନ ବେହେରା ମଞ୍ଚ ପରିଚାଳନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ !ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ସଂଞ୍ଜିବ ଦାସ, ପ୍ରଶାନ୍ତ ସାହୁ, ଚନ୍ଦନ ଦାସ,ମାନିନୀ ହାଁସଦା, ସୋନାଲି, ମହାନ୍ତି, ହୀରାମଣି ସୋରେନ, ରଶ୍ମିତା ପାତ୍ର, ସ୍ଵାଗତିକା ରାଉଳ, ସୁଭଦ୍ରା ଘଡେଇ, ଗୀତାରାଣୀ ଚାନ୍ଦ, ବର୍ଷା ଗିରି, ଉମାରାଣୀ ବେହେରା, ସୁଷମା ସାହୁ, ସବାନ ବେସ୍ରା, ଜଗଦିଶ ମହାନ୍ତ, ଲେବେନ ମୁର୍ମୁ, ଦୁର୍ଲ୍ଲଭ ମଲ୍ଲିକ, ରାମ ସରେନ ବାଇଧର ମାରାଣ୍ଡି, ସୁଶାନ୍ତ ମହାନ୍ତ, ସଞ୍ଜୁ ଲତା ଜେନା, ସନ୍ଦୀପ ସାହୁ,ଚନ୍ଦନ ଖିଲାର, ମଞ୍ଜୁ ଲତା ରଣା, ପାର୍ବତୀ ସିଂ ପରିଚାଳନା କରିଥିଲେ !
ଦୁଲାଳ ଉତ୍ପାଦକ କମ୍ପାନୀ ର ନବମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ !!!

