ମୃତ୍ତିକା ସଂରକ୍ଷଣ ତଥା ଜଳଛ।ୟ। ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଅଫିସ ର କାର୍ଯ୍ୟରତ କର୍ମଚାରୀ ବଦଳି କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବ ମୃତ୍ତିକା ସଂରକ୍ଷଣ ତଥା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଅଫିସ ରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଦୀର୍ଘ ବର୍ଷ ହେଉ ନାହିଁ । କ୍ଷେତ୍ର କର୍ମଚାରୀ କୁହ କି , ଅଫିସ କର୍ମଚାରୀ କୁହ ଦୀର୍ଘ ବର୍ଷ ହେଲା ବଦଳି ହଉ ନାହିଁ । ସରକାରୀ ନିୟମ କୁ ଏଠାରେ ଫୁ କରାଯାଉଛି । ବିଭାଗ ର ଅଧିକାରୀ ସବୁ ଜାଣି ଚୁପ୍ ବସିଛନ୍ତି , ଜିଲ୍ଲା ପ୍ରଶାସନ କୁ ମଧ୍ୟ ଅବଗତ କରୁନାହାଁନ୍ତି ! ନା ଜାଣି ଶୁଣି ଜିଲ୍ଲା ପ୍ରଶାସନ ଏମାନଙ୍କୁ ବଦଳି କରୁ ନାହାନ୍ତି । ନା ଏଠାରେ ଅଦୃଶ୍ୟ ଶକ୍ତି କାମ କରୁଛି ।ଏଠାରେ ରାଜନୀତିକ ପ୍ରଭାବରେ ଏପରି ଅବସ୍ଥା , ନ। ନିର୍ଦ୍ଦେଶକ ଅଫିସରେ ଏମାନଙ୍କ ର ଲମ୍ବା ହାତ ରହିଛି ତାହା ଜିଲ୍ଲା ବାସୀଙ୍କୁ ଚକିତ କରିଛି । ସରକାର ଙ୍କ ନିୟମ ତିନି ବର୍ଷ , କିନ୍ତୁ ଏଠାରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି କର୍ମଚାରୀ ! ସରକାରୀ ଯୋଜନା ସୁଫଳ ହେବ କିପରି , ସ୍ୱଚ୍ଛତା ଉପରେ ପ୍ରଶ୍ନ ଵ।ଚି ସୃଷ୍ଟି କରିଛି । ଲୋକଙ୍କ ସରକାର ରେ ଏପରି ଅବସ୍ଥା ତେବେ ଲୋକେ ଗୁହାରି କରିବେ କାହାକୁ ।

Leave a Reply

Your email address will not be published. Required fields are marked *