କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ଚମ୍ପତି ଗ୍ରାମର ଯୁବକ ନିରୁଦ୍ଧିଷ୍ଟ ! ଯୁବକଙ୍କ ନାମ ସୌମ୍ୟ ରଞ୍ଜନ ଦେବତା ଏବଂ ଡାକ ନାମ ସୋନୁ ବୋଲି ସୂଚନା ମିଳିଛି ! ତାଙ୍କର ବୟସ – 20 ହୋଇଥିବା ସମୟରେ ଘର ଜଗତପୁର ଥାନା ପଦ୍ମପୁର ର ଚମ୍ପତି ଅଟେ ! କଥା କହିବା ବେଳେ ତାଙ୍କର ତାର ତୁଣ୍ଡ ଲାଗେ ଏବଂ ଭାଷା କ୍ଲିୟର ହୁଏନାହିଁ ବୋଲି ପରିବାର ଲୋକେ କହିଛନ୍ତି ! ଗତକାଲି ଠାରୁ ସେ କେଉଁଆଡେ ଚାଲି ଯାଇଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ସୌମ୍ୟ ରଞ୍ଜନଙ୍କ ସନ୍ଧାନ ପାଆନ୍ତି ଦୟାକରି ତଳେ ଦିଆଯାଇଥିବା ମୋବାଇଲ ନମ୍ବରରେ ଜଣାଇବାକୁ ଅନୁରୋଧ । ମୋବାଇଲ : 9777450940
କଟକ ଜିଲ୍ଲା ଚମ୍ପତି ଗ୍ରାମର ଯୁବକ ନିରୁଦ୍ଧିଷ୍ଟ !!!

