ଗାଧେଇବା ସମୟରେ ଗୋଡ଼ ଖସି ନଦୀରେ ବୁଡ଼ିଗଲେ ଯୁବକ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ସାଲେପୁର ବ୍ଲକ୍ ସଉରି ଗ୍ରାମର ଜଣେ ଛାତ୍ର ଗାଧେଇବା ସମୟରେ ଗୋଡ଼ ଖସି ନଦୀରେ ବୁଡ଼ିଗଲେ ! ସୂଚନା ଅନୁଯାୟୀ ଶୁଭମ୍ ସାହୁ ନାମକ ଯୁବକ ନିକଟସ୍ଥ 5 କିମି ଦୂର ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ ! କିନ୍ତୁ ଗାଧେଇବା ସମୟରେ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ିଯାଇଥିଲେ ! ଅଗ୍ନିଶମ ,ଓଡ୍ରାପ୍ଟ ଟିମ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖୋଜିଥିଲେ ମଧ୍ୟ କୌଣସି ପତା ପାଇନଥିଲେ । ଆସନ୍ତା କାଲି ସକାଳେ ପୁଣି ଖୋଜାଯିବ ବୋଲି କହିଛନ୍ତି !

 

 

Leave a Reply

Your email address will not be published. Required fields are marked *