ଧାନ ବୁଣା ଚାଷ – ଚାଷୀ କୁ ସାଜିଛି କାଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରେ କିଛି ବର୍ଷ ହେଲା ଜମି ରେ ଧାନ ଚାଷ ରୁଆ ହେଉ ନାହିଁ , କେବଳ ବୁଣା ହେଉଛି ! ଯାହା ଫଳରେ ଚାଷୀର ଧାନ ଉତ୍ପାଦନ କ୍ଷମତା କମି ଯାଉଛି । କମ ଉତ୍ପାଦନ କାରଣରୁ ଚାଷୀକୁ କ୍ଷତି ସହିବାକୁ ପଡୁଛି । ଚାଷୀର ବର୍ତ୍ତମାନ ଧାନ ଚାଷ ପ୍ରତି ଆଗ୍ରହ କମିଯାଇଛି , କାରଣ ଶ୍ରମିକ ମିଳୁ ନାହାନ୍ତି । ଯଦି ମିଳୁଛନ୍ତି ପାରିଶ୍ରମିକ ଆଗ ଅପେକ୍ଷା ବହୁତ ବଢି ଯାଇଛି ! କିଛି ଚାଷୀ ଧାନ ବୁଣି ବାହାର ରାଜ୍ୟକୁ ଦୁଇ ପଇସା ରୋଜଗାର କରିବା ସକାଶେ ଯାଆନ୍ତି । ଚାଷୀ ଚାଷୀ ଙ୍କ ମଧ୍ୟରେ ସମନ୍ଵୟ ରହୁନାହିଁ , ଯାହା ଫଳ ରେ ଚାଷୀ ଚାସ କରିବା କଷ୍ଟକର ହୋଇ ପଡିଛି ।

Leave a Reply

Your email address will not be published. Required fields are marked *