ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭୀଷଣ ବର୍ଷା ତଥା ଲ୍ୟାଣ୍ଡଫଲ ସମୟରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ! ଗଜପତି ରେ ବାତ୍ୟା ଅର୍ଣବର ପ୍ରଭାବରେ ବିଭିନ୍ନ ବ୍ଲକରେ ଗଛ ଉପଡି ବାରୁ ଜନ ଜୀବନ ପ୍ରଭାବିତ ହୋଇଛି ! ଅଗ୍ନିଶମ ବିଭାଗ ତୁରନ୍ତ ପଦକ୍ଷେପ ନେଇ ରାସ୍ତାରେ ପଡ଼ିଥିବା ଗଛ କାଟି ହଟାଯାଇ ରାସ୍ତା ସଫ। କରି ଯାତାୟାତ ରେ ସ୍ୱାଭାବିକ ସ୍ଥିତି ହୋଇ ପାରୁଛି।
ଭୀଷଣ ବର୍ଷା ତଥା ଲ୍ୟାଣ୍ଡଫଲ ସମୟରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ !!!

