ରାୟଗଡାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

Spread the love

ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟ 120 ଜଣ କରୋନା ପଜିଟିଭ ଚିହ୍ନଟ ହୋଜ଼ଛନ୍ତି . ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାର ଅସ୍ଥାୟୀ ଚିକିତ୍ସାକେନ୍ଦ୍ର, ଲୋକାଲ କେଶ ଏବଂ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ଆଉ 120 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି . ସେମାନଙ୍କ ମଧ୍ୟରେ 74 ଜଣ ପୁରୁଷ ଓ 46 ଜଣ ମହିଳା ଥିବାର ସୂଚନା ମିଳିଅଛି .

Leave a Reply

Your email address will not be published. Required fields are marked *