ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସହିଦ ରାଣପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ତାଳଚେରର ରୋଟାରୀଆନ !!!

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ବାୟୁସେନା ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଳଚେର ମାଟିର ବୀର ଯବାନ ସହିଦ ରାଣପ୍ରତାପ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବଳରାମ ଜୀଉ ମନ୍ଦିର ରେ ଘୋଡୋଲାଗି ଷଷ୍ଠୀ ପର୍ବ ପାଳିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ମାର୍ଗଶୀର…

ଅନୁଗୁଳଆମ ରିପୋଟରଜିଲ୍ଲାରାଜ୍ୟ

Mi 17 V5 ହେଲିକପ୍ଟର ଦୁର୍ଘଟଣା : ଓଡ଼ିଶାର ରାଣ ପ୍ରତାପ ଦାସ ସହିଦ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତାମିଲନାଡ଼ୁରେ Mi 17 V5 ହେଲିକପ୍ଟର ଦୁର୍ଘଟଣା ରେ ସିଡିଏସ୍ ବିପିନ୍‌ ରାୱତଙ୍କ ସମେତ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ସମ୍ଭାବ୍ୟ ବର୍ଷାର ମୁକାବିଲା ନିମନ୍ତେ ଆଜି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ସାଇକୃପା ଆବାସିକ ମହାବିଦ୍ୟାଳୟରୁ 33 କୋରନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ସିଲ କଲା ଜିଲ୍ଲା ପ୍ରଶାସନ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ପିଙ୍ଗୁଆ ଷଷ୍ଠ ବାର୍ଷିକ ପ୍ରମୋଦ କୁମାର ସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପିଙ୍ଗୁଆ ମିନି ଷ୍ଟ।ଡିୟମରେ ଆଜି ଷଷ୍ଠ ବାର୍ଷିକ ପ୍ରମୋଦ କୁମାର ସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବଙ୍କର ଢେଙ୍କାନାଳ ଗସ୍ତ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ଅଞ୍ଜନା ଚୋପ୍ରା ଢେଙ୍କାନାଳ ଗସ୍ତ କରିଛନ୍ତି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

କୋଇଲା ଷ୍ଟକ ୟାର୍ଡ଼ ଉଛେଦ ଦାବୀ ରେ ଗ୍ରାମବାସୀଙ୍କ ରେଳ ରୋକ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଥିବା କୋଇଲା ଷ୍ଟକ ୟାର୍ଡ଼କୁ ଉଛେଦ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଦ ମେଡିକ୍ସ ପକ୍ଷରୁ ବିଭିନ୍ନ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିଶ୍ୱ ଏଡସ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ ମେଡିକ୍ସ ପକ୍ଷରୁ ବିଭିନ୍ନ ସୁରକ୍ଷା…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ରୋଡ଼ ଲୁଟେରା ଗିରଫ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସହର ଗାନ୍ଧିମାର୍ଗ ଗୁଜୁରାଟିପଡ଼ା ଛକରୁ ଗତ ଶୁକ୍ରବାର ଜଣେ ନାବାଳିକାଙ୍କ ବେକରୁ ସୁନା…