ଅପରାଧଆମ ରିପୋଟରକଟକଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟ

ବାଙ୍କୀ ର ଅଲ ଇଣ୍ଡିଆ ରିପୋର୍ଟର କାର୍ଡ ପାଇଥିବା ବ୍ୟକ୍ତି କିଏ ???

ବାଙ୍କୀ (ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଗଣମାଧ୍ୟମ କ୍ୟାମ୍ପ କୁ ପଶି ଆସିଛନ୍ତି ନକଲି ସାର୍ଟିଫିକେଟ ରାକେଟ ର ଦଲାଲ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବିଜେଡି ସଭାରେ ଆସ୍ଥାନ ମାଡିବସି ହରଡ଼ଘଣାରେ ସ୍କୁଲ ମାଷ୍ଟ୍ରେ !!

ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜବାବ ମାଗିଲେ ଯୁବ କଂଗ୍ରେସ କର୍ମକର୍ତ୍ତା ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜେଡିର ସମ୍ବର୍ଦ୍ଧନା…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ହିଟଲର ବୋହୁ ଙ୍କ ସୈନ୍ୟ ସାଜିଲେ ବିଜେଡି ସରପଞ୍ଚ ଙ୍କ ସ୍ୱାମୀ !!

ନିଶ୍ଚିତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ଜନାର୍ଦନପୁରରେ ବୋହୁର ବର୍ବର କାଣ୍ଡ . ବୋହୁ ସାଜିଲା ଲେଡି ହିଟଲର .…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ଚିଲିକା ବିଧାୟକଙ୍କ ନାମରେ ମାମଲା ରୁଜୁ ଦାବୀ କରି ଆନ୍ଦୋଳନକୁ ଓହ୍ଲାଇବ ସାମ୍ବାଦିକ ସଂଘ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ଗୁଣ୍ଡା ଗର୍ଦ୍ଦିକୁ ନେଇ ଏବେ ସବୁଠି ଚର୍ଚ୍ଚା ଆଲୋଚନା…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

କଟକ ଜିଲ୍ଲା ଯୁବ ବିଜେଡି ଶାଖାର ହ୍ୱାଟସଅପ ଗ୍ରୁପ ଖେଳ !!!

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସବୁ ଚାଲିଛି ହ୍ଵାଟ୍ସଆପ ଗ୍ରୁପ ରେ . ନୂଆ ନିଯୁକ୍ତି , ଇସ୍ତଫା ପ୍ରଦାନ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜ୍ୟ

ଯୋଜନାର ପ୍ରଚାର ଅଧିକ , ହେଲେ ପହଂଚ କମ !!!

ନୟାଗଡ଼ ଜ଼ିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗ୍ରାମର ଅବହେଳିତ ପରିବାର ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କେନ୍ଦ୍ର…

ଅପରାଧଆମ ରିପୋଟରଖୋର୍ଦ୍ଧାମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ଚିଲିକା ବିଧାୟକ ବିଜେଡି ରୁ ନିଲମ୍ବିତ !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହଙ୍ଗା ପଡିଲା ଦବଙ୍ଗଗିରି . ସର୍ବସାଧାରଣ ସ୍ଥାନରେ ମାଡ ମାରି ଦଳରୁ ନିଲମ୍ବିତ ହେଲେ…

ଆମ ରିପୋଟରକଟକଜିଲ୍ଲାଜୀବନ ଚର୍ଯାମୁଖ୍ୟ ଖବରରାଜ୍ୟ

କବିତା ସଂକଳନ “ଆଦ୍ୟଧ୍ଵନି”ର ଶୁଭ ଉନ୍ମୋଚନ ।।

ଭୁବନେଶ୍ୱର ( ନିରଞ୍ଜନ ସାହୁ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ମାଟିର ଯୁବ ପ୍ରତିଭା ତଥା କବି ସୁଧାକର ମହାନ୍ତିଙ୍କ ରଚିତ କବିତା ସଂକଳନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ମାରୱାଡି ମହିଳା ସମିତିର ନିଆରା ପ୍ରୟାସ : ନେତ୍ରଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଭିନ୍ନ ସମାଜ କଲ୍ୟାଣକାରୀ କାମରେ ନିଜକୁ ଯୋଡି ରଖିଥିବା ମାରୱାଡି ମହିଳା ସମିତି ଆରମ୍ଭ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ମନରେଗା ଦୁର୍ନୀତିରେ ନୂଆ ରେକର୍ଡ : ଚର୍ଚ୍ଚାରେ ଚାରି ପଞ୍ଚାୟତ !!

ଦିଅଁ ଖାଇକି , ଖଟୁଲି ଖାଇଛନ୍ତି ଦୁଲଣାପୁର ସରପଞ୍ଚ ସୁନିଲ କୁମାର ସାହୁ ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ :…