ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଦେଢ ବର୍ଷର ଝିଅକୁ ମାଡ ମାରି ମା’ ବାଣପୁର ଥାନାରେ ଅଟକ : ଭାଇରାଲ ଭିଡିଓକୁ ନେଇ ପୁଲିସର ତଦନ୍ତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ବାଣପୁରରେ । ନିଜର ଦେଢ ବର୍ଷର…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାରେ ତିନି ଯୁବକ ଗିରଫ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାରେ ତିନି ଯୁବକ ଗିରଫ !…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ବିଷ୍ଣୁଡିହ ପଞ୍ଚାୟତ ଗୋଦାମ ଗୃହର ତାଲା ଭାଙ୍ଗି ପିଡିଏସ୍ ଚାଉଳ ଚୋରି ଅଭିଯୋଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ବାଣପୁର ପଞ୍ଚାୟତ ଅଧିନସ୍ତ ବିଷ୍ଣୁଡ଼ିହ ପଞ୍ଚାୟତ ଗୋଦାମ ଗୃହର ତାଲା…

ଅପରାଧଆମ ରିପୋଟରକଟକଜିଲ୍ଲା

ଆୟ ବହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିଫ ଇଞ୍ଜିନିୟର !!!

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆୟ ବହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିଫ ଇଞ୍ଜିନିୟର ଏଣ୍ଡ ବେସିନ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଜମି ପଟା ପାଇଁ ଲାଞ୍ଚ ନେଉଥିଲେ ଆରଆଇ – ମାଡି ବସିଲା ଭିଜିଲାନ୍ସ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ବ ନିରୀକ୍ଷକ ସୁଶାନ୍ତ ସ୍ୱାଇଁ, ସୁକିନ୍ଦା ସ୍ଥିତ ବାସ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରବି ଟକିଜ ସେଲୁନ୍ ଆଣ୍ଡ୍ ସ୍ପାରେ ଚାଲିଥିଲା ସେକ୍ସ ରାକେଟ୍ : ପୁଲିସ ଚଢ଼ାଉ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀ ଭୁବନେଶ୍ୱରରୁ ସେକ୍ସ ରାକେଟ୍ ଠାବ ! ରବି ଟକିଜ୍ ଛକର ଏକ ସେଲୁନ୍…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମଦ ବେପାରୀ ପରିବାର ଲୋକଙ୍କ ଆକ୍ରମଣରେ ପୁଲିସ କର୍ମଚାରୀ ଗୁରୁତର : ବେପାରୀ ଫେରାର , ୭ ଜଣଙ୍କୁ ଗିରଫ କଲା ବାଣପୁର ପୋଲିସ୍ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେଆଇନ ମଦ ବେପାରୀକୁ ଧରିବାକୁ ଯାଇଥିବା ପୁଲିସ ଦଳ ମଦ ବେପାରୀଙ୍କ ପରିବାରର ଆକ୍ରମଣର…