ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଦେବଗଡ

ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ମହିଳା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ବଅଁରପାଳ ବ୍ଲକ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଗୁରୁଜାଙ୍ଗୁଲି ଛକରେ ସଡକ ଦୁର୍ଘଟଣା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ନିକଟସ୍ଥ ଗୁରୁଜାଙ୍ଗୁଲି ଛକରେ ଆଜି ସକାଳେ ଏକ ଭୟଙ୍କର…

ଅପରାଧଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ସଚେତନତା ଅଭାବରୁ ବଢ଼ି ଚାଲିଛି ବାଲ୍ୟବିବାହ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅଭାବରୁ ବଢ଼ି ଚାଲିଛି ବାଲ୍ୟବିବାହ ।…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ମର୍ମନ୍ତୁଦ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ବ୍ରଜନାଥପୁର ସରପଞ୍ଚ ଓ ତାଙ୍କ ପରିବାର !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ୫୩ ନଂ ଜାତୀୟ ରାଜପଥ ତାଳଚେର ଗୋଡିବନ୍ଧ ନିକଟସ୍ଥ ରାଧାରଣପୁର ଛକ ନିକଟରେ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବେଆଇନ ଭାବେ ଗଛିତ ମହୁଲ ଜବତ : ଜଣେ ଗିରଫ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡ଼ିରେ ଅବକାରୀ ବିଭାଗ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବଢୁଛି ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣା : ପୋଲିସର କାର୍ଯ୍ୟାନୁଷ୍ଠାନ କେବେ ???

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ପ୍ରତିଦିନ ଛୋଟ ବଡ଼ ସଡ଼କ ଦୁର୍ଘଟଣା…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ମୁଖ୍ୟ ରାଜପଥରୁ କୋଇଲା ବୋଝେଇ ଟ୍ରକ ଲୁଟ : ଥାନାରେ ଅଭିଯୋଗ କଲେ ଆହତ ଡ୍ରାଇଭର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ତାଳଚେର କୋଇଲା ଖଣିରୁ କୋଇଲା ବୋଝେଇ କରି କଳିଙ୍ଗନଗର ସ୍ଥିତ ଜିନ୍ଦଲ କମ୍ପାନୀକୁ ଆସୁଥିଲା…

ଅପରାଧଆମ ରିପୋଟରକଟକକେନ୍ଦ୍ରାପଡ଼ାଜିଲ୍ଲା

କେନ୍ଦ୍ରାପଡାରେ ଗୁଳିକାଣ୍ଡ : ଜଣେ ଆହତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡାରେ ପୁଣି ଗର୍ଜିଲା ବନ୍ଧୁକ । ମହାକାଳପଡ଼ା ବଜାରରେ ଥିବା ପେଟ୍ରୋଲ ପମ୍ପ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଏବଂ ବାଣପୁରରେ ଅବକାରୀ ଚଢାଉ :୨ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ଯଶ କେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ମଧ୍ୟାହ୍ନରେ…