ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଚିଲିକାରେ ବିଜେପି ନେତାଙ୍କୁ ଗିରଫ ଦାବିରେ ବାଲୁଗାଁ ଥାନା ଘେରାଉ କଲା ବିଜେଡ଼ି : ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ସୃଷ୍ଟି ହୋଇଛି ରାଜନୈତିକ ଉତ୍ତେଜନା । ବିଜେପି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ା ସବ୍‌ ଜେଲରୁ ଫେରାର କଏଦୀ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ୍‌ଜେଲ୍‌ରୁ ଗତ ୧୩ରେ ଫେରାର ହୋଇଥିବା ବିଚାରାଧୀନ କଏଦୀ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବ୍ୟବଚ୍ଛେଦ ପାଇଁ ବଡ ଡାକ୍ତରଖାନାକୁ ପଠାଗଲା ଗଳିତ ଶବ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ…

ଅପରାଧଆମ ରିପୋଟରକଟକଜିଲ୍ଲା

ମଦୁଆ ଙ୍କ ଆଡାସ୍ଥଳି ପାଲଟିଛି ନିଶ୍ଚିନ୍ତକୋଇଲି ବ୍ଲକ ପରିସର ||

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସର୍ବସାଧାରଣ କାର୍ଯ୍ୟାଳୟରେ ନାହିଁ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା . କାର୍ଯ୍ୟାଳୟ ପରିସରରେ ଦିନ ଦ୍ୱିପ୍ରହର…

ଅପରାଧଆମ ରିପୋଟରକଟକଜିଲ୍ଲା

ନୂଆ ବର୍ଷରେ ପ୍ରଭାତ ତ୍ରିପାଠୀଙ୍କ ପାଇଁ ନୂଆ ଅଡୁଆ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚର୍ଚ୍ଚିତ ଘଟଣାରେ ଯୋଡିହୋଇ ବିବାଦିତ ରହୁଥିବା ବିଜେଡି ନେତା ପ୍ରଭାତ ତ୍ରିପାଠୀ ପୁଣି ଟାଣି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ବିକ୍ରି ହେଉଥିବା ବେଳେ ମାଡି ବସିଲା କୋଟଗଡ ବନବିଭାଗ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ ଅଭୟାରଣ୍ୟ ରୁ ଏକ ବିରଳ…

ଅପରାଧଆମ ରିପୋଟରଜିଲ୍ଲାରାୟଗଡା

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ସହର ଶୁଣ୍ଡି ସାହିରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ଦେଖିବାକୁ…

ଅପରାଧଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଗୋଚର ଜାଗାରେ ୩ ମହଲା ଅଟ୍ଟାଳିକା : ହାତେଇଛନ୍ତି ବିଜୁ ପକ୍କାଘର !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସମଗ୍ର ଓଡିଶାରେ ଡମପଡା ବ୍କକର ମନରେଗା ଦୁର୍ନିତି ଚର୍ଚ୍ଚାରେ ଥିବାବେଳେ କୁସୁପଙ୍ଗୀ ପଞ୍ଚାୟତରେ…