ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଟମକା ପାର୍କ ନିକଟ ଜଙ୍ଗଲରୁ ସନ୍ଦେହ ଜନକ ଅବସ୍ଥାରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟମକା ପାର୍କ ନିକଟ ଜଙ୍ଗଲରୁ ସନ୍ଦେହ ଜନକ ଅବସ୍ଥାରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ମାନସିକ ବିକୃତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଷିଆପଡା ଗାଁ ରେ ଅଭାବନୀୟ ଘଟଣା ! ରାତିରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ : ୪ ଗିରଫ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ପୋଲିସ ପକ୍ଷରୁ ବାଲୁଗାଁ ଥାନା ଅଞ୍ଚଳରେ ଚଢ଼ାଉ କରି ୫ ଟି ମୋଟର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିକଟାଳ ଶବ୍ଦ ପ୍ରଦୂଷଣ ଓ ଦ୍ରୁତ ଗାଡି ଚାଳନା କରୁଥିବା ଗାଡ଼ି କୁ ଜବତ କଲା ବାଣପୁର ପୋଲିସ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳ ରେ ଅମାନିଆ ବାଇକ ଚାଳକ ଦୌରାତ୍ମ୍ୟ ରେ…

ଅପରାଧଆମ ରିପୋଟରକଟକଜିଲ୍ଲା

କଟିକଟା ଧାନ ଗହିର ମଝିରେ ଅଚିହ୍ନା ବ୍ୟକ୍ତି ଙ୍କ ମୃତଦେହ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ କଟିକଟା ପଞ୍ଚାୟତ ପଶ୍ଚିମଖଣ୍ଡଭୋଳ ଧାନ ଗହିର ମଝିରେ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ମହାଖଳା ଗ୍ରାମରେ ପଡିଛି ଯୁବକଙ୍କ ମୃତ ଦେହ : ହତ୍ଯା ସନ୍ଦେହ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବଡଚଣା ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହାଖଳା ଗ୍ରାମର ବିଚିତ୍ରାନନ୍ଦ ମହାପାତ୍ରଙ୍କ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଗୁରୁତର । ଏଭଳି ଘଟଣା ଘଟିଛି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବକେୟା ଦରମା ମାଗିବାରୁ ବାଙ୍ଗାଲୋର ରେ ଯୁବକ ଙ୍କୁ ହତ୍ୟା ଅଭିଯୋଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବକେୟା ଦରମା ମାଗିବାରୁ ବାଙ୍ଗାଲୋର ରେ ଯୁବକ ଙ୍କୁ ହତ୍ୟା ଅଭିଯୋଗ ! ଖୋର୍ଦ୍ଧା…

ଅପରାଧଆମ ରିପୋଟରକଟକଜିଲ୍ଲା

ମହିଳା ଙ୍କୁ ଅନଶନରୁ ଉଠାଇଲା ପୋଲିସ : ଆସନ୍ତା 10 ତାରିଖରେ ସମାଧାନ ପାଇଁ ମିଳିଲା ପ୍ରତିଶୃତି !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ମହିଳା ଙ୍କୁ ଅନଶନରୁ ଉଠାଇଲା ପୋଲିସ । ଆସନ୍ତା 10ତାରିଖରେ ସମାଧାନ ପାଇଁ ମିଳିଲା…