ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଦର୍ପଣ ତହସିଲ ପକ୍ଷରୁ ଛତିଆରେ ଜବରଦଖଲ ଉଚ୍ଛେଦ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦର୍ପଣ ତହସିଲ ପକ୍ଷରୁ ଛତିଆରେ ଜବରଦଖଲ ଉଚ୍ଛେଦ କଲେ ତହସିଲଦାର ! ଯାଜପୁର ଜିଲ୍ଲା…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରୁ ବିଭିନ୍ନ ସାମଗ୍ରୀ ଚୋରୀ : ଥାନାରେ ଅଭିଯୋଗ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରୁ ବିଭିନ୍ନ ସାମଗ୍ରୀ ଚୋରି…

ଅପରାଧଆମ ରିପୋଟରକଟକଜିଲ୍ଲା

ବଡମ୍ବା ଥାନା ସାଜିଛି ନୀରବ ଦ୍ରଷ୍ଟା : ଅଭିଯୋଗ ଆଣି ଆମରଣ ଅନଶନ କଲେ ମହିଳା !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ବ୍ଲକ ଅଧିନ ଗୋପପୁର ପଞ୍ଚାୟତ ପଙ୍କାଳ ଗ୍ରାମ ର ମଲିକା ସାହୁ ଙ୍କ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସୁକିନ୍ଦା ପୋଲିସ…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ଓଡ଼ିଶା – ଆନ୍ଧ୍ର ସୀମାନ୍ତ ରେ ବାଇକ୍ ଚୋରୀ ରାକେଟକୁ ଧରିଲା ଆଦର୍ଶ ଥାନା ପୋଲିସ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଦର୍ଶ ପୋଲିସ ଥାନାରେ ଗତ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ବିପଦରେ ଲୋକନାଥ ମହାବିଦ୍ୟାଳୟ : କୁଚକ୍ରୀ ଗୋଷ୍ଠି କଲେଜକୁ କରୁଛନ୍ତି ବଦନାମ !!!

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବିପଦରେ ଲୋକନାଥ ମହାବିଦ୍ୟାଳୟ , କୁଚକ୍ରୀ ଗୋଷ୍ଠି କଲେଜକୁ କରୁଛନ୍ତି ବଦନାମ ।…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ବାରଗାଡିଆ ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗାଡିଆ ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

କାଳିଆପାଣି ଟ୍ରକ୍ ପାର୍କିଂରେ ଡ଼୍ରାଇଭର ଓ CISF ଯବାନଙ୍କ ମଧ୍ୟରେ ତିକ୍ତତା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ କାଳିଆପାଣି ଟ୍ରକ୍ ପାର୍କିଂରେ ଡ଼୍ରାଇଭର ଓ CISF ଯବାନଙ୍କ ମଧ୍ୟରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ବାଣପୁର ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଲଟଣ ପଡିଆ ନିକଟସ୍ଥ ଏକ ଭଡ଼ାଘରେ ଘଟିଛି ଏକ…