ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଟାଙ୍ଗୀ କନ୍ତଳବାଇ ଗ୍ରାମରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ଗଣ୍ଡଗୋଳ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳବାଇ ଗ୍ରାମରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଏସଓଜି ଓ ଡ଼ିଭିଏଫର ମିଳିତ କମ୍ବିଙ୍ଗ ଅପରେସନ : ବିପୁଳ ମାଓ ସାମଗ୍ରୀ ଜବତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଚଳିତ ମାସ ୧୧ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ…

ଅପରାଧଆମ ରିପୋଟରକଟକଜିଲ୍ଲା

ଦୋକାନ ବାରଣ୍ଡାରୁ ଉଦ୍ଧାର ହେଲା ଯୁବକ ଙ୍କ ମୃତଦେହ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ବନ୍ଧକାଟିଆ ପଞ୍ଚାୟତର ସହଦେବପୁର ଗାଁ ରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପ୍ରେମିକ ର ବ୍ଲାକମେଲିଂ ରେ ଅତିଷ୍ଠ ହୋଇ ବିଷପାନ କରି ପ୍ରେମିକା ର ଆତ୍ମହତ୍ୟା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିରାକାରପୁର ରେ ଜଣେ କଲେଜ ପଢୁଆ ଝିଅ ଆତ୍ମହତ୍ୟା କରିଥିବାର ଜଣାଯାଇଛି । ପ୍ରେମିକ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅର୍ଚ୍ଚନା ମାମଲାରେ ଚର୍ଚ୍ଚାରେ କୋଇଲା ନଗରୀ ନେତା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ ଗଣାମାଧ୍ୟମ ଠୁ ଆରମ୍ଭ କରି ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପର୍ଯ୍ୟନ୍ତ ଏବେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀମଦ ଜବତ , ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାରଣଡିହ ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର : ମଦ ରନ୍ଧା ବନ୍ଦ କରିବା ପାଇଁ କହିବାରୁ ହତ୍ୟା କରିଥିଲା ସ୍ୱାମୀ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମଦ ରନ୍ଧା ବନ୍ଦ କରିବା ପାଇଁ ସ୍ୱାମୀକୁ କହିବାରୁ ସ୍ତ୍ରୀ କୁ ଜୀବନରେ…

ଅପରାଧଆମ ରିପୋଟରକଟକଜିଲ୍ଲା

ସିଲ ହେଲା କଟକ ସିଡିଏ ଅଞ୍ଚଳରେ ଚାଲିଥିବା ବଜାର କୋଲକାତା !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସିଲ ହେଲା କଟକ ସିଡିଏ ଅଞ୍ଚଳରେ ଚାଲିଥିବା ବଜାର କୋଲକାତା ! ବିନା ପାର୍କିଙ୍କ,…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା : ବିନ୍ଦାସ ଚିନୁକୁ ଜେରା କଲା ପୋଲିସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା । ମାମଲାରେ ବିନ୍ଦାସ…