ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ପାନୀୟ ଜଳ ଯୋଗାଣ ବନ୍ଦ ହେବା ପରେ ପମ୍ପ ହାଉସ ଘେରାଉ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତରେ ୫ ଦିନ ହେଲା…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ସ୍ୱାଧୀନ ଫାଉଣ୍ଡେସନ ଆନୁକୂଲ୍ୟରେ କର୍କଟ ପୀଡିତ ଭଗବାନ ସାହୁଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ଅର୍ଥରାଶି ପ୍ରଦାନ !!!

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ସ୍ୱାଧୀନ ଫାଉଣ୍ଡେସନ ଆନୁକୂଲ୍ୟରେ ତାଳଚେର ଗ୍ରୀନ୍ ପାର୍କ ହୋଟେଲରେ ସମାଜମଙ୍ଗଳ ହୁଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବ୍ୟବଚ୍ଛେଦ ପାଇଁ ବଡ ଡାକ୍ତରଖାନାକୁ ପଠାଗଲା ଗଳିତ ଶବ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଭାରସାମ୍ୟ ହରାଇ ଦୋକାନ ଘର ଭିତରେ ପଶିଲା ତେଲ ଟ୍ୟାଙ୍କର !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଗହମ ଗ୍ରାମରେ ଭାରସାମ୍ୟ ହରାଇ ଦୋକାନ ଘର ଭିତରେ ପଶିଲା ତେଲ ଟ୍ୟାଙ୍କର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ନୂଆ ବର୍ଷରେ ନୂଆ ଭିଜନ ନେଇ କାମ କରିବ ଅନୁଗୁଳ ପୌରପାଳିକା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ୨୦୨୧ ରେ ଢେର ବଦନାମ ମୁଣ୍ଡାଇଥିବା ଅନୁଗୁଳ ପୌରପାଳିକା ନୂଆ ବର୍ଷରେ ନୂଆ ଭିଜନ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

୪୦ ଜଣ ଷ୍ଟାଫ ନର୍ସଙ୍କୁ କମ୍ୟୁନିଟି ହେଲଥ ଅଫିସର ରୂପେ ଅବସ୍ଥାପିତ କରାଗଲା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଡାଇରେକ୍ଟର ନର୍ସିଂଙ୍କ ନିର୍ଦ୍ଦେଶ ଏବଂ ଅନୁଗୁଳ ସିଡିଏମଓ ଙ୍କ ଅନୁମୋଦନ କ୍ରମେ ୪୦ ଜଣ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳସ୍ମାର୍ଟ ସିଟି

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ପଞ୍ଚାୟତ ନିର୍ବାଚନ ପାଇଁ ଚିହ୍ନଗୁଡିକ ସମ୍ପର୍କରେ ଅବଗତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଭିଡିଓ କନ୍‌ଫରେନ୍ସ ଜରିଆରେ ସାଇବର ଥାନାର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ସାଇବର ଥାନାର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଆୱାଜ ମିଡ଼ିଆ ତାଳଚେର ପ୍ରତିନିଧି ସମ୍ବର୍ଦ୍ଧିତ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାତୀୟ ସାମ୍ବାଦିକ ସମ୍ମିଳନୀ ତରଫରୁ ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଛନ୍ତି ତାଳଚେର ଅଞ୍ଚଳର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଜେଡି ଦଳ ଛାଡିଥିବା ଦୁର୍ଗା ଚରଣ ପ୍ରଧାନ ବିଜେପିରେ ଯୋଗଦେଲେ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିଜେଡି ଦଳ ଛାଡିଥିବା ଦୁର୍ଗା ଚରଣ ପ୍ରଧାନ ବିଜେପିରେ ଯୋଗଦେଲେ । ଅନୁଗୁଳ ବ୍ଲକ…