ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ କରିବା ଦାବି ନେଇ ଏକ ସାମ୍ବାଦିକ ସମିଳନୀ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ କରିବା ପାଇଁ ଏକ ସାମ୍ବାଦିକ ସମିଳନୀ ମାଧ୍ୟମରେ ଦାବୀ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜମିବାଡ଼ି ବିବାଦକୁ ନେଇ 14 ବର୍ଷର ବାଳକକୁ ଅପହରଣ ଅଭିଯୋଗ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜମିବାଡ଼ି ବିବାଦକୁ ନେଇ ଜଣେ 14 ବର୍ଷର ବାଳକକୁ ଅପହରଣ କରିବା ଭଳି ଏକ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଆର୍ଶୀବାଦ ଯୋଜନାରେ ସାମିଲ ପାଇଁ ସିଡିପିଓଙ୍କ କାର୍ଯ୍ୟାଳୟରେ ଶିବିର ଆୟୋଜନ !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କରୋନା ମହାମାରୀ ସମୟରେ ବାପା ମାଆଙ୍କୁ ହରାଇଥିବା ୧୮ ବର୍ଷରୁ କମ୍ ଶିଶୁ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜର ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀ କଲେଜରେ ବିଭିନ୍ନ ସମସ୍ୟା ନେଇ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ନିରାଶ୍ରୟାଙ୍କ ଆଶ୍ରା ପାଲଟିଛି ମାନବ ସେବାଶ୍ରମ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ନିରାଶ୍ରୟାଙ୍କ ଆଶ୍ରା ପାଲଟିଛି ତାଳଚେର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ମାନବ ସେବାଶ୍ରମ .…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଜିଲ୍ଲା ସଂସ୍କୃତି ଭବନ ଠାରେ ପ୍ରଥମ ଜିଲ୍ଲାସ୍ତରୀୟ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଗୋଡ଼ିପୋଖରୀ ଜଳାଶୟ ତଦନ୍ତ ରେ ବିଳମ୍ବ ହେତୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ଜଗନ୍ନାଥ ରୋଡ , ମୀନା ବଜାର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବନ୍ଦ କୁ ସମର୍ଥନ ଦେଇ ସଫଳ କରିଥିବାରୁ ବିପ୍ଳବୀ ଅଭିନନ୍ଦନ ଜଣାଇଲେ ଆନ୍ଦୋଳନକାରୀ !!!

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନରେ କର୍ପୋରେଟ ସ୍ୱାର୍ଥ ରକ୍ଷାକାରୀ ତଥା ଚାଷୀ ବିରୋଧୀ ତିନି କଳା କୃଷି ଆଇନ୍ ବାତିଲ, ଘରୋଇ ମଣ୍ଡି ଆଇନ୍ ବାତିଲ, ଅତ୍ୟାବଶ୍ୟକୀୟ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

କପିଳାସ ପୀଠର ଉନ୍ନତି ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ !

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ କପିଳାସ ପୀଠର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ଏକ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ଓ ପରିଚାଳନା ସମୀକ୍ଷା !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର…