ଆମ ରିପୋଟରଜିଲ୍ଲାବରଗଡ଼

ପଦ୍ମପୁର ଉପଖଣ୍ଡରେ ଯୋଗାଣ ସହାୟକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ରାଜ୍ୟ ଯୋଗାଣ ସହାୟକ ସଂଘ ନିଷ୍ପତ୍ତି କ୍ରମେ ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ…

ଆମ ରିପୋଟରକଟକଜିଲ୍ଲା

କଳାପଥର ସେବା ସମବାୟ ସମିତି ପାଲଟିଛି ଦୁର୍ନୀତିର ଗନ୍ତାଘର !!!

କଳାପଥର ( ଆୱାଜ ମିଡିଆ) – ପ୍ରଶାନ୍ତ କୁମାର କର : କଟକ ଜିଲ୍ଲା ବାଙ୍କୀ ବ୍ଲକ କଳାପଥର ରେ ଥିବା ସେବା ସମବାୟ ସମିତି ପାଲଟିଛି…

ଆମ ରିପୋଟରଗଜପତିଜିଲ୍ଲା

ଓଡ଼ିଆ ପକ୍ଷ ପାଳନ ଅବସର ରେ ପାରମ୍ପରିକ ପୋଷାକ ପରିଧାନ ଅଭିଯାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ବ୍ୟାପୀ ଓଡ଼ିଆ ପକ୍ଷ ପାଳିତ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ଆମ ପୋଷାକ ଆମ…

ଆମ ରିପୋଟରଗଜପତିଜିଲ୍ଲା

ଶ୍ରୀ ଶ୍ରୀ ବନଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କଣ୍ଡ୍ରୋ ସାହି ନିକଟସ୍ଥ ଦୁର୍ଗା ମା ପେଟା…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ପ୍ରଶାସନ…

ଅପରାଧଆମ ରିପୋଟରକଟକଜିଲ୍ଲା

ରେଭେନ୍ସା କଲେଜରେ ହାଇଡ୍ରାମା : ମାଡ଼ ମାରି ଲହୁ ଲୁହାଣ କରି ସଫେଇ ଦେବାକୁ ବସିଛନ୍ତି ଆମରଣ ଅନଶନରେ !!!

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରେଭେନ୍ସା କଲେଜରେ ହାଇଡ୍ରାମା । ମାଡ଼ ମାରି ଲହୁ ଲୁହାଣ କରି ସଫେଇ ଦେବାକୁ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ଶିକ୍ଷା ସଚେତନତା ରଥ , ଖଡ଼ି ଛୁଆଁ ଓ ଶିଶୁ ବାଟିକା ଶୁଭାରମ୍ଭ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ବିଦ୍ୟାଳୟରେ ପିଲାଙ୍କ ଶିକ୍ଷା ସଚେତନତା…

ଆମ ରିପୋଟରଜିଲ୍ଲାଯାଜପୁର

ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପକ୍ଷରୁ ପୋଲିସ ପ୍ରତିଷ୍ଠା ଦିବସ ପାଳିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ସୁକିନ୍ଦା ସ୍ଥିତ ଥାର୍ଡ୍ ଇଣ୍ଡିଆନ ରିଜର୍ଭ…