ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଯୁକ୍ତ ଦୁଇ ଟପ୍ପର ଛାତ୍ରୀ ସୁଜାତା ସାହୁଙ୍କୁ ସମ୍ବର୍ଦ୍ଧନା !!!

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଯୁକ୍ତ ଦୁଇ ଟପ୍ପର ଛାତ୍ରୀ ସୁଜାତା ସାହୁଙ୍କୁ ସମ୍ବର୍ଦ୍ଧନା ! ଅଠାଅଶୀ ପ୍ରତିଶତ ନମ୍ବର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଲାଞ୍ଚ ନେବା ବେଳେ ଧରାପଡ଼ି ଜେଲ ଗଲେ ପୁଲିସ ବାବୁ !!!

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଭଲ ପ୍ରଦର୍ଶନ ପାଇଁ ଏଏସଆଇ ତୁଷାରକାନ୍ତ ନାୟକ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

ଜରାଜୀର୍ଣ ଅବସ୍ଥାରେ ତାଳବସ୍ତର ସର୍ବ ବୃହତ ପୋଖରୀ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକ ଜିଲ୍ଲାର ସର୍ବ ବୃହତ ଗ୍ରାମ ପଂଚାୟତ ହେଉଛି ବାଙ୍କୀ ଡମପଡାର ତାଳବସ୍ତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ପ୍ରେସ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପାଳନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରେସ ସ୍ୱାଧୀନତା ନେଇ ବିଶ୍ବରେ ଭାରତର ସ୍ଥାନ ଶହେ ଏକାବନ ସ୍ଥାନରେ ଥିବାରୁ ବହୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ନିଷ୍ଟ ପବ୍ଲିକ ସ୍କୁଲ ପାଲଟିଛି ଅଭିଭାବକଙ୍କ ପ୍ରଥମ ପସନ୍ଦ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ଉପକଣ୍ଠ ଜରିପାଟଣା ରେ ଅବସ୍ଥିତ ନିଷ୍ଟ ପବ୍ଲିକ ସ୍କୁଲ ପାଲଟିଛି ଅଭିଭାବକଙ୍କ ପ୍ରଥମ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପିସି ଉର୍ଦ୍ଧ୍ୱରେ କେହି ନୁହନ୍ତି : ସାମ୍ବାଦିକ ବି ବାଦ ପଡିଲେନି !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମ ପଞ୍ଚାୟତ ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷ ରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାବା ଲୋକନାଥ ହିନ୍ଦୁସ୍ଥାନ କୋକାକୋଲା ଠିକା ଶ୍ରମିକ ସଙ୍ଘ ତରଫରୁ ଶ୍ରମିକ ଦିବସ ପାଳନ !!!

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ବେଗୁନିଆ ବ୍ଲକ ଅନ୍ତର୍ଗତ ଅଟ୍ରି ଉଷ୍ମପ୍ରସବଣ ଠାରେ ବାବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଓଡିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ…