ଆମ ରିପୋଟରଜିଲ୍ଲାନୟାଗଡ

ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ଉତ୍କଳ ସାମ୍ବାଦିକ ସଂଘର ଆଲୋଚନା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନୁର୍ଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ ଓ…

ଆମ ରିପୋଟରଜିଲ୍ଲାନୟାଗଡ

ଜିଲ୍ଲା ଆଇନସେବା ପ୍ରାଧିକରଣ ପ୍ୟାନେଲ ଓକିଲ ଏବଂ ସରକାରୀ କର୍ମଚାରୀଙ୍କୁ ନେଇ ତାଲିମ ଶିବିର !!!

ନୟାଗଡ଼ ( ଆୱାଜ ମିଡ଼ିଅଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ…

ଆମ ରିପୋଟରଜିଲ୍ଲାନୟାଗଡ

ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ଦିବସ ପାଳିତ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ | ଏହି ଦିବସର ଗୁରୁତ୍ବ ଅର୍ଥାତ୍ ଦୀର୍ଘ…

ଆମ ରିପୋଟରଜିଲ୍ଲାନୟାଗଡ

ବାସଭବନ ରେ ପତାକା ଉତ୍ତଳନ କରି ସଂସାରର ମଙ୍ଗଳ କାମନା !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ପବିତ୍ର ସ୍ୱାଧୀନତା ଦିବସରେ ସମାଜସେବୀ ଶ୍ରୀ ଲାଲା ମନୋଜ ରାୟ ନୟାଗଡ ନିଜ ବାସଭବନ…

ଆମ ରିପୋଟରଜିଲ୍ଲାନୟାଗଡ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ଆଜି…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ବ୍ଲକ ମୁଥାଗାଡ଼ିଆ ଓ ଲାଠିପଡା ଗ୍ରାମରେ ଦସ୍ତଖତ ଅଭିଯାନ ଦ୍ୱାରା ଦସ୍ତଖତ ଗ୍ରହଣ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ସେଲ୍ଫି…

ଆମ ରିପୋଟରଜିଲ୍ଲାନୟାଗଡ

ବାହାଡ଼ାଝୋଲା ଫାଣ୍ଡି କୁ ଥାନା ମାନ୍ୟତା ପ୍ରଦାନ ପାଇଁ ଏକାଠି ହେଲେ ସାମ୍ବାଦିକ ଓ ବୁଦ୍ଧିଜୀବୀ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଦେଶ ସ୍ଵାଧୀନ ହେବାର ସାତ ଦଶନ୍ଧି ବିତିଯାଇଛି, ଦେଶରେ ଅନେକ କିଛି ପରିବର୍ତ୍ତନ ଘଟିଛି…

ଆମ ରିପୋଟରଜିଲ୍ଲାନୟାଗଡ

‘ସେଇ ଝିଅ ଶିବାନୀ ‘ ଉପନ୍ୟାସର ପାଠକୀୟ ଚର୍ଚ୍ଚା !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ସାହିତ୍ୟ ହେଉଛି ସମାଜର ଦର୍ପଣ। ପ୍ରଗତିଶୀଳ ସମାଜଧର୍ମୀ ସାହିତ୍ୟ ହିଁ ସମାଜିକ ସ୍ରୋତରେ ମୋଡ…