ଆମ ରିପୋଟରଜିଲ୍ଲାନୟାଗଡ

ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ରଥ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଦ୍ୱାରା ବାଲ୍ୟ ବିବାହ ରୋକିବା…

ଆମ ରିପୋଟରଜିଲ୍ଲାନୟାଗଡ

ପ୍ରଜ୍ଞାନ ମିଶନ ଦ୍ବାରା ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ପ୍ରଜ୍ଞାନ ମିଶନ, ଓଡ଼ିଶା ଦ୍ଵାରା ଜିଲ୍ଲା ସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ରେ ଶିଶୁ ସୁରକ୍ଷା ଉପରେ ତାଲିମ କାର୍ଯ୍ୟକ୍ରମ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ରେ ଶିଶୁ ସୁରକ୍ଷା ଉପରେ ତାଲିମ କାର୍ଯ୍ୟକ୍ରମ ! ନୟାଗଡ ଜିଲ୍ଲାପାଳଙ୍କ…

ଆମ ରିପୋଟରଜିଲ୍ଲାନୟାଗଡ

ରାଜ୍ୟରେ ଚାଲିଛି ମିସ କଲ ର ସରକାର – ଅରୁଣ ସାହୁ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ନୟାଗଡ ନିର୍ବାଚନ ମଣ୍ଡଳୀରେ ବିଶାଳ ଜନସମ୍ପର୍କ ପଦଯାତ୍ରା !…

ଆମ ରିପୋଟରଜିଲ୍ଲାନୟାଗଡ

ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ କାର୍ଯ୍ୟକ୍ରମ ଉଦଯାପିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାରେ ତିନି ଯୁବକ ଗିରଫ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାରେ ତିନି ଯୁବକ ଗିରଫ !…