ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଚୁଣୀ ବଜାର ରେ ପଥ ପାର୍ଶ୍ଵରେ ଉଜ୍ବଳ ଆଲୋକ ବ୍ୟବସ୍ଥା ପାଇଁ ଦାବି !!!

ନାଚୁଣୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ପୁରୁଣା ଜାତୀୟ ରାଜପଥ ନଂ ୫ ଯାଇଥିବା ନାଚୁଣୀ ବଜାର ଦିନକୁ…

ଆମ ରିପୋଟରକଟକଜିଲ୍ଲା

ଗୋପୀନାଥପୁର ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଗୋପୀନାଥପୁର ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ରକ୍ତ ଦାନ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି କରଣ ସମାଜର ନବ ନିର୍ବାଚିତ ସଭ୍ୟ ସଭ୍ୟା ଙ୍କ ବୈଠକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଜୟ ବୀର ହନୁମାନ ଧ୍ୟାନ ପୀଠ , କରଣ ସାହିରେ ଆବାହକ…

ଆମ ରିପୋଟରଜିଲ୍ଲାଦେଶବିଦେଶଯାଜପୁର

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଫ୍ରିକାରେ ଆତ୍ମରକ୍ଷା କୌଶଳ ଓ ଅପରାଧ ନିୟନ୍ତ୍ରଣ କର୍ମଶାଳା !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ…

ଆମ ରିପୋଟରକଟକଜିଲ୍ଲା

ଉତ୍କଳ ଯାଦବ ମହାସଭା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଵୟାଳିଶ ମୌଜା ଯଶୋଦା ଗାର୍ଡେନରେ ଉତ୍କଳ ଯାଦବ ମହାସଭାର ସମ୍ବର୍ଦ୍ଧନା…

ଆମ ରିପୋଟରଗଜପତିଜିଲ୍ଲା

କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନ ମାନଙ୍କ ସମ୍ମାନାର୍ଥେ ମଶାଲ ଶୋଭାଯାତ୍ରା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନ ମାନଙ୍କ ସମ୍ମାନାର୍ଥେ ମଶାଲ ଶୋଭାଯାତ୍ରା । ବିଜେପି…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିର ଅନୁଶ୍ରବ ଙ୍କ ବିରଳ କୃତିତ୍ୱ : ଦୀର୍ଘ ୫ ବର୍ଷର ଯୁଦ୍ଧରେ ପାଇଲେ ଓଏଏସ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ବେବର୍ତ୍ତା ସାହିର ବିଜୟାନନ୍ଦ ଗନ୍ତାୟତ ଙ୍କ ସୁଯୋଗ୍ୟ ପୁତ୍ର ଅନୁଶ୍ରବ ଗନ୍ତାୟତ ଓଏଏସ୍…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରୋଟାରି କ୍ଲବ ଅଫ ଇନଫୋସିଟି ର ଅଧିଷ୍ଠାନ ଉତ୍ସବ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରୋଟାରି କ୍ଲବ ଅଫ ଇନଫୋସିଟି ର ଅଧିଷ୍ଠାନ ଉତ୍ସବ ଆୟୋଜିତ ! ସାମାଜିକ କାମରେ…

ଆମ ରିପୋଟରଗଜପତିଜିଲ୍ଲା

ଆନ୍ଧ୍ର ଓଡିଶା ସିମାନ୍ତ ପାରଳାଖେମୁଣ୍ଡିରେ ପନିପରିବା ଦର ଆକାଶ ଛୁଆଁ : ଖାଉଟି ଚିନ୍ତାରେ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ପନିପରିବା ଦର ବୃଦ୍ଧି ହୋଇଛି,…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ରେ ଭାରତୀୟ ଜନତା ପାର୍ଟି ତରଫରୁ କାରଗିଲ ବିଜୟ ଦିବସ ପାଳିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ ରେ ଭାରତୀୟ ଜନତା ପାର୍ଟି ତରଫରୁ କାରଗିଲ ବିଜୟ ଦିବସ ପାଳିତ…