ଆମ ରିପୋଟରଜିଲ୍ଲାବରଗଡ଼

ମନ୍ଦିର ଦର୍ଶନ ସହ ଘରୁ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଲେ ପ୍ରଦୀପ ପୁରୋହିତ !!!

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ମନ୍ଦିର ଦର୍ଶନ ସହ ଘରୁ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଲେ ପ୍ରଦୀପ ପୁରୋହିତ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ର ଷଷ୍ଠ ଦିନ : ବିରାଟ ପଟୁଆରରେ ଆସି ନାମଙ୍କନ ଦାଖଲ କାଲେ ସାଲୁଗା ପ୍ରଧାନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସାଧାରଣ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ର ଷଷ୍ଠ ଦିନ ରେ…

ଆମ ରିପୋଟରଜିଲ୍ଲାଯାଜପୁର

୬୦ ତମ ସମୀକ୍ଷା ବୈଠକ ସହ ୧୫୦୨ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କାରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର କରାଳ ଗ୍ରାସରୁ ଲୋକ ମାନଙ୍କୁ ରକ୍ଷା କରିବା ପାଇଁ ଗତ ୨୨ମାର୍ଚ୍ଚ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୋତର ପଞ୍ଚାୟତ ବଉଳିସାହିରେ ୪ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ ବଉଳି ସାହିରେ ୪ ଯୁବକଙ୍କୁ ମରଣାତ୍ମକ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ !!!

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ର ଅଗ୍ରଣୀ ସ୍ଵଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା, ନାତିଡ଼ି ତାଳଚେର ପକ୍ଷରୁ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାରେ ନିର୍ବାଚନ ପାଇଁ ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ସଂସଦୀୟ ମୁଖ୍ୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଚ଼ିଲିକା ବିଜେପି ର ମିଶ୍ରଣ ପର୍ବ : ଯୋଗଦେଲେ ବିଜେଡ଼ି‌ କର୍ମକର୍ତ୍ତା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ନାଚୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ‌ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ର ୧୦ ଗାଁରେ ଗ୍ରୀନ୍ କ୍ୟାମ୍ପେନ୍‌ : ମହିଳା କହିଲେ ଏଥର ଯୋଡ଼ି ଶଙ୍ଖ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ରେ ବିଜେଡିର ଜୋରଦାର ପ୍ରଚାର ଚାଲିଛି । ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ.…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସନ୍ଧ୍ୟା ସମୟରେ ବାଣପୁର ଥାନା ସାନହନ୍ତୁଆଡ଼ ବାଉଁଶ ନଈ ଠାରେ ଏକ ମର୍ମନ୍ତୁଦ ବାଇକ…

ଅପରାଧଆମ ରିପୋଟରଗଜପତିଜିଲ୍ଲା

20 କ୍ୟୁଣ୍ଟାଲ ମହୁଲ ଜବତ ଓ 2 ଅଭିଯୁକ୍ତ ଗିରଫ : ପାରଳା ଅବକାରୀ ବିଭାଗ ର ସୂଚନା

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଅବକାରୀ ଥାନା ପକ୍ଷରୁ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଚଢ଼ାଉ…