ଆମ ରିପୋଟରଜିଲ୍ଲାନୟାଗଡ

ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଂଚମ ବୃହତ ଆଂଚଳିକ ଦଳ – କଂଗ୍ରେସ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଜୁ ଜନତା ଦଳ ଭାରତ ବର୍ଷର ୫ମ ବୃହତମ ଆଂଚଳିକ ଦଳ ହିସାବରେ ୧୦୧୯.୫…

ଆମ ରିପୋଟରକଟକଜିଲ୍ଲା

ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ ସର୍ବପୁରାତନ ଶିକ୍ଷାନୁଷ୍ଠାନ କନ୍ଦରପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର…

ଆମ ରିପୋଟରଜିଲ୍ଲାବରଗଡ଼

ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ !!!

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହରୀ ନାମ ଯଜ୍ଞ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଓଡିଶା ଦିବସରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ ବିଶାଳ ପଦଯାତ୍ରା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଓଡିଶା ଦିବସ ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବାକୁ ଯାଉଛି ବିଶାଳ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

ଗୋରୁ ବୋଝେଇ ଗାଡି ଜବତ : ୫ ଗୋରୁ ମାଫିଆ ଗିରଫ !!!

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୈଦେଶ୍ଵର ପୋଲିସ ପକ୍ଷରୁ ଗହିରଗାଡ଼ିଆ ଅଂଚଳରେ ହୋଇଥିଲା ଜୋରଦାର ଚଢ଼ାଉ. ଚଢ଼ାଉ ବେଳେ ଗୋଟିଏ…

ଆମ ରିପୋଟରକଟକଜିଲ୍ଲା

କମଳା ବୈକୁଣ୍ଠ ଫାଉଣ୍ଡେସନ ଦ୍ବାରା ରୋଡ ସେଫ୍ଟି ମିରର ପ୍ରତିଷ୍ଠା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସହରରେ ବଢୁଥିବା ଜନଗହଳି ଓ ସେଥିପାଇଁ ଦୈନଦିନ ଘଟୁଥିବା ସଡ଼କ ଦୁର୍ଘଟଣାକୁ ଆଖି…

ଅପରାଧଆମ ରିପୋଟରକଟକଜିଲ୍ଲା

ତିନି ଦିନରେ ଘଟିଲାଣି ତିରିଶି ଦୁର୍ଘଟଣା : ପ୍ରଶାସନ କୋମାରେ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗୋଖାସାହି ବିଲିପଡା ଗ୍ରାମ୍ୟ ରାସ୍ତା ମରଣଯନ୍ତା…

ଆମ ରିପୋଟରଗଜପତିଜିଲ୍ଲା

ତିନି ଜଳାଶୟ ର ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଆଖପାଖରେ ଥିବା ତିନୋଟି ବୃହତ୍ତ ଜଳାଶ୍ରୟର…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ୟୁ ଟ୍ୟୁବର ମୋନାଲିସା ଙ୍କୁ ମହଙ୍ଗା ପଡିଲା ବନ୍ୟଜନ୍ତୁ ସୁରକ୍ଷା ଆଇନ ଭାଙ୍ଗିବା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୟୁ ଟ୍ୟୁବର ମୋନାଲିସା ସାହୁ ଙ୍କୁ ମହଙ୍ଗା ପଡିଲା ବନ୍ୟଜନ୍ତୁ ସୁରକ୍ଷା ଆଇନ ଭାଙ୍ଗିବା…