ଆମ ରିପୋଟରକଟକକେନ୍ଦ୍ରାପଡ଼ାଜିଲ୍ଲାମୁଖ୍ୟ ଖବରରାଜ୍ୟ

କେନ୍ଦ୍ରାପଡା ବିଜେପି ତରଫରୁ ଜିଲ୍ଲା ଏସ୍ ପି ଅଫିସ ଘେରାଉ ଓ ପ୍ରତିବାଦ ସଭା !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କଳାହାଣ୍ଡି ଜିଲ୍ଲା ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାରେ କେନ୍ଦ୍ରାପଡା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ରାଜ୍ୟର ସମସ୍ତ ପୁଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ଥାନା ।

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ରାଜ୍ୟର ସମସ୍ତ ପୁଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜନୀତିରାଜ୍ୟ

ସାଙ୍ଘାତିକ ଅଭିଯୋଗ ଆଣିଲେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି !

!!! ୧୦୦ କୋଟିର ଦୁର୍ନୀତି ଚପାଇବା ପାଇଁ ୬ ବର୍ଷ ଧରି ୧୪୨ ସମବାୟ ସମିତି ଅଡିଡ଼ କରାଯାଉନାହିଁ !!! ନୟାଗଡ ( ଆୱାଜ ମିଡ଼ିଆ )…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟ

ଦୃଢ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା : ସ୍ୱାଭିମାନୀ ସକ୍ଷମ ଦିବ୍ୟାଙ୍ଗ ନିତ୍ୟାନନ୍ଦ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସକ୍ଷମ ହେଲେ ଦିବ୍ୟାଙ୍ଗ ନିତ୍ୟାନନ୍ଦ . ଜନ୍ମ ରୁ ଦିବ୍ୟାଙ୍ଗ । ସ୍ନାୟୁ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟ

କେନ୍ଦ୍ରାପଡା କଲେଜରେ ପହଞ୍ଚିଲା ଭାରତ ପାକିସ୍ତାନ ଯୁଦ୍ଧ ଟ୍ୟାଙ୍କ : ଦେଖିବାକୁ ଲୋକଙ୍କ ଭିଡ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଛି ଭାରତ -ପାକିସ୍ତାନ ଯୁଦ୍ଧରେ ବ୍ୟବହାର ହୋଇଥିବା ଏକ…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

କାଟେଣୀ ରେଙ୍ଗାଲି ରାସ୍ତାରେ ବଲେରୋ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ ,୫ ଆହତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ କାଟେଣୀ ରେଙ୍ଗାଲି ରାସ୍ତାରେ ବଲେରୋ ଦୁର୍ଘଟଣାଗ୍ରସ୍ତ . ରାସ୍ତା କଡ଼…

ଆମ ରିପୋଟରଜିଲ୍ଲାଭଦ୍ରକଯାଜପୁରରାଜ୍ୟ

ଗଦରଗଡିରେ ଆୟୋଜିତ ହେଲା ଚିନ୍ମୟ ଫାଉଣ୍ଡେସନର ମୁକ୍ତାକାଶ ଜାତୀୟ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ ଓ ସଂସ୍କୃତି ହାଟ !!!

ମୟୂରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣଲାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

କାର୍ଯ୍ୟରେ ଯୋଗଦେଲେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ : ଚିଲିକାର ସମସ୍ୟାକୁ ନେଇ ରଖିଲେ ପ୍ରତିକ୍ରିୟା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟରେ ଯୋଗ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟ

ଆସିଲା ଶୀତ ଋତୁ : ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ କଳରବରେ ଫାଟି ପଡୁଛି ଚିଲିକା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଧୀରେ ଧୀରେ ରାଜ୍ୟରେ ଶୀତ ଋତୁ ପ୍ରବେଶ କରିବା ଆରମ୍ଭ କରିଛି । ମରାଳ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଅଧିକାରୀ – ଜବରଦଖଲକାରୀ ମଧୁ ଚନ୍ଦ୍ରିକା : ସରକାର ହରାଉଛନ୍ତି ରାଜସ୍ୱ !!!

ସିଏମସି କମିଶନରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲା ସୂଚନା ଅଧିକାର ଅଭିଯାନ ସମିତି କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଅଧିକାରୀ…