କଳାପଥରରେ ସାମୁହିକ କୋଭିଡ ଟେଷ୍ଟ !!

Spread the love

ବାଙ୍କୀ ଉପଖଣ୍ଡ କଳାପଥର ଗ୍ରାମରେ ସାମୁହିକ କୋଭିଡ ଟେଷ୍ଟ କରାଯାଇଛି . କଳାପଥର ଗ୍ରାମସ୍ଥିତ ସହଶିକ୍ଷା ବିଦ୍ୟାଳୟ ଏବଂ ନିକଟସ୍ଥ ଲେମ୍ବେଇ ଗ୍ରାମରେ ସ୍ଥାନୀୟ ଲୋକମାନଙ୍କର କୋଭିଡ ପରୀକ୍ଷା କରାଯାଇଛି . ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ , କୋଭିଡ ସେଣ୍ଟରର ନୋଡାଲ ଅଧିକାରୀ , ଅଙ୍ଗନବାଡି କର୍ମୀ , ଆଶାକର୍ମୀ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହି ଲୋକଙ୍କୁ ସହାୟତା କରିଥିଲେ .

Leave a Reply

Your email address will not be published. Required fields are marked *