ଆୱାଜ ମିଡ଼ିଆ ( ବ୍ୟୁରୋ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା . ଗତକାଲି 137କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ ଆଜି ପୁଣି 143ଜଣ ଚିହ୍ନଟ ହେଇଥିବା ସୂଚନା ମିଳିଛି. ସେଥିମଧରୁ ପୁରୁଷ 106ଜଣ, ମହିଳା 37ଜଣ ଅଛନ୍ତି . କାଶୀପୁରରୁ 19ଜଣ, ମୁନିଗୁଡାରୁ 12ଜଣ, ପଦ୍ମପୁରରୁ 1, ରାୟଗଡା ଗ୍ରାମଞ୍ଚଳରୁ 15ଜଣ, ରାୟଗଡା ସହାରାଞ୍ଚଳରୁ 11ଜଣ ରାମନାଗୁଡ଼ାରୁ 3ଜଣ, ଚନ୍ଦ୍ରପୁରରୁ 32ଜଣ, ଗୁଡ଼ାରୀରୁ 23ଜଣ, ବିଷମକଟକରୁ 13ଜଣ ଓ ଗୁଣୁପୁର ଗ୍ରାମଞ୍ଚଳରୁ 5ଜଣ, ସହାରାଞ୍ଚଳରୁ 9ଜଣ ଅଛନ୍ତି ଏବଂ କରୋନା ଯୋଦ୍ଧା 21ଜଣ ଅଛନ୍ତି .ସର୍ବ ମୋଟ 3243ଜଣ ମଧ୍ୟରୁ ସୁସ୍ଥ 1780ଜଣ ମୄତୁ 20ଜଣ ସକ୍ରିୟ ଆକ୍ରାନ୍ତ 1442ଜଣ ଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲା ପ୍ରକଳ୍ପ ଅଧିକାରୀ .