ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ନୟାଗଡରେ ଜୋର ଧରିଛି ଦଳ ବଦଳ ରାଜନୀତି !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ନୟାଗଡ଼ ରେ ରାଜନୀତି ସେତିକି ରୋମାଞ୍ଚକ ହେବାରେ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଭାରସାମ୍ୟ ହରାଇ ଦୋକାନ ଘର ଭିତରେ ପଶିଲା ତେଲ ଟ୍ୟାଙ୍କର !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଗହମ ଗ୍ରାମରେ ଭାରସାମ୍ୟ ହରାଇ ଦୋକାନ ଘର ଭିତରେ ପଶିଲା ତେଲ ଟ୍ୟାଙ୍କର…

ଆମ ରିପୋଟରଜିଲ୍ଲାଯାଜପୁର

୬୪୯ ତମ ଦିବସରେ ବରୀ ବ୍ଲକରେ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପରାହତ କରିବା ନିମନ୍ତେ ଆଜକୁ ଦୀର୍ଘ ୬୪୯ ଦିନ ଧରି ନିରସ୍ତ୍ର…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ବିକ୍ରି ହେଉଥିବା ବେଳେ ମାଡି ବସିଲା କୋଟଗଡ ବନବିଭାଗ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ ଅଭୟାରଣ୍ୟ ରୁ ଏକ ବିରଳ…

ଆମ ରିପୋଟରଗଜପତିଜିଲ୍ଲା

ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକର ବଡ଼ଖିଙ୍ଗା ଗ୍ରାମରେ ସ୍ଥିର ହୋଇଥିବା ବାଲ୍ୟ ବିବାହକୁ…

ଆମ ରିପୋଟରକଟକଜିଲ୍ଲା

ସରସ୍ଵତୀ କଳା ପରିଷଦ ପକ୍ଷରୁ ଇଂ. ଦୁଷ୍ମନ୍ତ ପାତ୍ର ସମ୍ବର୍ଦ୍ଧିତ !!!

କଟକ ସଦର ( ଆୱାଜ ମିଡ଼ିଆ) – ଶ୍ରୀକାନ୍ତ ବେଉରା : କଟକ ସଦରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ୧୮ ତମ ପ୍ରତିଷ୍ଠା…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ନୂଆ ବର୍ଷରେ ନୂଆ ଭିଜନ ନେଇ କାମ କରିବ ଅନୁଗୁଳ ପୌରପାଳିକା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ୨୦୨୧ ରେ ଢେର ବଦନାମ ମୁଣ୍ଡାଇଥିବା ଅନୁଗୁଳ ପୌରପାଳିକା ନୂଆ ବର୍ଷରେ ନୂଆ ଭିଜନ…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ରାଜସ୍ଥାନ ରୁ ଆଗ୍ରା ସମାଜମଙ୍ଗଳ ହୁଣ୍ଡିରେ ଅର୍ଥ ସଂଗ୍ରହ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଯାଇଥିଲେ ପିଏଚଡ଼ି କରିବାକୁ , ହେଲେ କର୍କଟ ପିଡୀତଙ୍କ ପାଇଁ ସଂଗ୍ରହ କଲେ ଅର୍ଥରାଶି…

ଆମ ରିପୋଟରକଟକଜିଲ୍ଲା

ମା ଚର୍ଚ୍ଚିକା ମନ୍ଦିରରେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନୂଆ ବର୍ଷରେ ବନ୍ଦ ରହିବ ମା ଚର୍ଚ୍ଚିକାଙ୍କର ସାଧାରଣ ଦର୍ଶନ . କରୋନା ସଂକ୍ରମଣକୁ…