ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧିନସ୍ଥ ଡ଼ୁବୁରୀ ପଞ୍ଚାୟତର ଡୁବୁରୀ ଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟୀକା କରଣ ଆରମ୍ଭ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ 600 ଟୀକା ଆସିଥିବା ବେଳେ ଆଜି ଦିବା 2 ଘଟିକା ସୁଦ୍ଧା 50 ପ୍ରତିଶତ ଟୀକା ପ୍ରଦାନ କରାଯାଇ ଥିବାର ସୂଚନା ମିଳିଛି ।