ସୁକିନ୍ଦାରେ ପୁଣି ଟିକାକରଣ ବନ୍ଦ !!

0
172

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ଟେଷ୍ଟ ଜାରି ରହିଥିବା ବେଳେ , କରୋନା ଟୀକା ପର୍ଯ୍ୟାପ୍ତ ନଥିବାରୁ ଟୀକାକରଣ ବନ୍ଦ ହୋଇଛି । ଆଜି ସକାଳୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ଟେଷ୍ଟ ଜାରି ରହିଥିବା ବେଳେ , ଅନେକ କେଶ ପଜିଟିଭ ଆସିଥିବାର ସୂଚନା ଦେଇଛନ୍ତି ଲ୍ୟାବ ର ଟେଷ୍ଟଟିଂ ଡାକ୍ତର ବିକ୍ରମ ରାଉତ . ଅନ୍ୟ ପକ୍ଷେ , ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପ୍ରତିରୋଧକ ଟୀକା ପର୍ଯ୍ୟାପ୍ତ ନଥିବାରୁ ଆଜି ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କାର୍ଯ୍ୟ ବନ୍ଦ ରହିଅଛି . ବହୁ ଲୋକ ଟୀକା କେନ୍ଦ୍ର କୁ ଆସି ଫେରି ଯାଉଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here