ପହଞ୍ଚିଲା ଟିକା : ଆଜିଠୁ ଟ୍ରାଏଲ ବେସ ରେ ଆରମ୍ଭ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଟିକାକରଣ ନେଇ ଲାଗି ରହିଥିବା ସମସ୍ତ ଆଶଙ୍କା ଶେଷ . ରାଜ୍ୟରେ ପହଞ୍ଚିଲା ଦେଢ଼ ଲକ୍ଷ ଡୋଜ୍‌ କୋଭାକ୍ସିନ୍‌ ଟିକା । ଶୁକ୍ରବାର ରାତିରେ କୋଭାକ୍ସିନ ଟିକା ପହଞ୍ଚିଥିବାର ସୂଚନା ମିଳିଛି . ୧୮ରୁ ୪୪ ବର୍ଷ ବର୍ଗଙ୍କ ଟିକାକରଣ ପାଇଁ କୋଭାକ୍ସିନ ପହଞ୍ଚିଛି । ସପ୍ତାହାନ୍ତ ସଟ୍‌ଡାଉନ୍ ସତ୍ତ୍ଵେ କାଲିଠୁ ଟ୍ରାଏଲ ବେସରେ କିଛି ଲୋକଙ୍କୁ ଦିଆଯିବ ଟିକା । ତେବେ ସୋମବାର ଠାରୁ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଟିକାକରଣ ହେବ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *