ଗଜପତିରେ 141କରୋନା ପଜିଟିଭ ଚିହ୍ନଟ !

0
229

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 141 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 70 ଜଣ, ଗୋଶାଣି ବ୍ଳକରେ 12 ଜଣ, ଗୁମ୍ମା ବ୍ଳକରୁ 2 ଜଣ, କାଶୀ ନଗର ବ୍ଳକରୁ 21 ଜଣ, ମୋହନା ବ୍ଳକରୁ 25 ଜଣ, ନୂଆଗଡ଼ ବ୍ଳକରୁ 5 ଜଣ, ଆର.ଉଦୟଗିରି ବ୍ଳକରୁ 6 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here