କୃଷି ବୈଜ୍ଞାନିକ ମନୋରଞ୍ଜନ ମହାନ୍ତିଙ୍କ ପରଲୋକ !!!

0
263

Loading

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ମନୋରଞ୍ଜନ ମହାନ୍ତି ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କୋରନା ଜନିତ ମୃତ୍ୟୁ ଘଟିଛି । ଶ୍ରୀଯୁକ୍ତ ମହାନ୍ତି କୋରନା ଆକ୍ରାନ୍ତ ହେତୁ ଗତ ୩ ତାରିଖ ଠାରୁ ଭେଣ୍ଟଲେଟର ରେ ରହି ଚିକିତ୍ସିତ ହେଉଥିଲେ , ତେବେ ଗତକାଲି ତାଙ୍କର ଚିକିତ୍ସାଧିନ ଅବସ୍ଥା ରେ ହୃଦଘାତ ଜନିତ ମୃତ୍ୟୁ ଘଟିଛି । ସେ ବନ ବିଜ୍ଞାନର ବୈଜ୍ଞାନିକ ଥିଲେ ମଧ୍ୟ କୃଷିର ପ୍ରତ୍ୟେକ ଦିଗରେ ତାଙ୍କର ପ୍ରଚଣ୍ଡ ଜ୍ଞାନ ହେତୁ କୃଷକ ମାନଙ୍କର ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ କରି ପାରୁଥିଲେ । ତାଙ୍କର ପରିବାର କହିଲେ ପତ୍ନୀ, ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ତାଙ୍କର ମୃତ୍ୟୁ ସମଗ୍ର ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରପାଇଁ ଏକ ଅପୁରାଣୀୟ କ୍ଷତି ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here