ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ଶପଥ ନେଲେ ବିଭିନ୍ନ ଵିଭାଗ ର ସରକାରୀ କର୍ମଚାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସର ଠାରେ ସରକାରୀ କର୍ମଚାରି ମାନେ ଦୁର୍ନୀତି ନିବାରଣ ସପ୍ତାହ ଚାଲିଥିବା ବେଳେ ଶପଥ ପାଠ କରିଥିଲେ । କର୍ମଚାରି ମାନଙ୍କୁ ଶପଥ ପାଠ ସମୟରେ ବିଭିନ୍ନ ବିଭାଗ ର ଅଧିକାରୀ କର୍ମଚାରୀ ଉପସ୍ଥିତି ରହି ଶପଥ ପାଠ କରିଥିଲେ।

Leave a Reply

Your email address will not be published. Required fields are marked *