ଲଗାଣ ବର୍ଷା ପାଇଁ ଆଜି ସ୍ଥଗିତ ହେଲା ବାଙ୍କୀ ମହୋତ୍ସବ କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସମଗ୍ର ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା ! କୁମାରପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ଲଗାଣ ବର୍ଷା ପାଇଁ ଆଜି ସ୍ଥଗିତ ହୋଇଥିବାର ସୂଚନା ମିଳିଛି ! ଅକ୍ଟୋବର 26 ତାରିଖରେ ଉଦଘାଟିତ ହୋଇଥିବା ମହୋତ୍ସବର ଆଜି ତୃତୀୟ ଦିନ , ତେବେ ବର୍ଷା କାରଣରୁ କଚେରୀ ପଡିଆରେ ପାଣି ଜମି ରହିଥିବାରୁ ଆଜି ମହୋତ୍ସବ କାର୍ଯ୍ୟକ୍ରମ ବନ୍ଦ ରଖିବା ପାଇଁ ମହୋତ୍ସବ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି !

Leave a Reply

Your email address will not be published. Required fields are marked *