ବିଜେପି ଯୁବମୋର୍ଚ୍ଚାର ନୂତନ କାର୍ଯ୍ୟକର୍ତ୍ତା ଚୟନ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନୂତନ କାର୍ଯ୍ୟକର୍ତ୍ତା ଚୟନ କରି ତାଲିକା ପ୍ରକାଶ କରାଯାଇଛି l ତାଲିକା ଅନୁସାରେ ସଭାପତି ରୂପେ ଗୋଲକ ବିହାରୀ କହଁର, ଉପ-ସଭାପତି ରୂପେ ସୁଧାଂଶୁ ଗୁରୁ, ମନ ଭଂଜନ ବେହେରା, ବିଚିତ୍ର ବୀର୍ଯ୍ୟ ପ୍ରଧାନ, କୁସୁମୀ ପ୍ରଧାନ ଙ୍କୁ ଚୟନ କରା ଯାଇଥିବା ବେଳେ ସାଧାରଣ ସମ୍ପାଦକ ରୂପେ ବିଶ୍ୱ ରଞ୍ଜନ ଦାଶ, ଚନ୍ଦ୍ର ଶେଖର ନାୟକ, ସମ୍ପାଦକ ରୂପେ ଗୌତମ ମଳିକ, ସନ୍ତୋଷ କୁମାର ରେଡି, ଗୌରାଙ୍ଗ ସାହୁ, ସୁଜିତ ପ୍ରଧାନ, ରୁନା ନାୟକ ଙ୍କୁ ଚୟନ କରି ଜିଲ୍ଲା ସଂଯୋଜକ ରୁ ଜଗନ୍ନାଥ ସାହୁ, ଯୁବରାଜ ରାଉତ, ରମାକାନ୍ତ ସିଂ, ମାଧବ ଚନ୍ଦ୍ର ଦାଶ,ରଂଜିତ କୁମାର ମଳିକ, ଗଣେଶ କୁମାର ସାହୁ,ଅନନ୍ତ ଠାକୁର, ଜଗମୋହନ ସାହୁ,ପ୍ରଦୀପ କୁମାର ପ୍ରଧାନ ଙ୍କୁ ଚୟନ ସହ ୧୭ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ଏବଂ ୭ ଜଣଙ୍କୁ ନିମନ୍ତ୍ରିତ ସଦସ୍ୟ ରୂପେ ଆଜି ବିଧିବଦ୍ଧ ଭାବେ ଚୟନ କରାଯାଇଛି . ଜିଲ୍ଲା ଭାଜପା ସଭାପତି ଜଗନ୍ନାଥ ସାହୁ ଓ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର ନୂତନ କର୍ମକର୍ତା ଜିଲ୍ଲା ସଭାପତି, ରାଜ୍ୟ ଯୁବମୋର୍ଚା ସଭାପତି ଓ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତା ଙ୍କୁ କୃତଜ୍ଞତା ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *