ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ଉପୁଡିଲା ଗଛ : ଭାଙ୍ଗିଲା ଘର ଓ କ୍ୟାବିନ !

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସାମୁଦ୍ରିକ ବାତ୍ୟା ‘ୟାସ’ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବିଜେପି ଯୁବମୋର୍ଚ୍ଚାର ନୂତନ କାର୍ଯ୍ୟକର୍ତ୍ତା ଚୟନ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନୂତନ…

ଅନୁଗୁଳଆମ ରିପୋଟରଜିଲ୍ଲା

ଆଦିବାସୀ ପରିବାରକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସାମୁଦ୍ରିକ ବାତ୍ୟା ୟାସ ମୁକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ତୟାର୍ । ସମ୍ଭାବ୍ୟ…

ଆମ ରିପୋଟରକନ୍ଧମାଳଜିଲ୍ଲା

କରୋନା ଟେଷ୍ଟ ଭୟରେ ଗାଁ ଛାଡି ଜଙ୍ଗଲରେ ଗ୍ରାମବାସୀ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ବାତ୍ୟା ୟସ ପ୍ରଭାବରେ ଢେଙ୍କାନାଳରେ ଆରମ୍ଭ ହୋଇଯାଇଛି ବର୍ଷା !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସାମୁଦ୍ରିକ ବାତ୍ୟା ୟାସ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମୟରେ ଏହାର ପ୍ରଭାବରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଫିରିଙ୍ଗିଆରେ ରାଜସ୍ୱ ରଥ ଜରିଆରେ ଘରକୁ ଘର ସେବା କାର୍ଯ୍ୟକ୍ରମ ଆରମ୍ଭ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) : ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲରେ ରାଜସ୍ଵ ରଥର ଶୁଭାରମ୍ଭ ହୋଇଛି । ଫିରିଙ୍ଗିଆ…

ଆମ ରିପୋଟରକଟକଜିଲ୍ଲା

ଉତ୍କକ ବିକାଶ ପରିଷଦ ପକ୍ଷରୁ ବୋଧପୁର ପଞ୍ଚାୟତରେ ବିଶୋଧନ ସାମଗ୍ରୀ ସିଞ୍ଚନ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଦର…

ଆମ ରିପୋଟରକନ୍ଧମାଳଜିଲ୍ଲା

କେନ୍ଦୁପତ୍ର ଫଡ଼ିରେ ଶିଶୁ ଶ୍ରମିକ କାମ କରିବା ଘଟଣା : ଚାଇଲଡ ଲାଇନ ପକ୍ଷରୁ ଚଢ଼ାଉ !

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନ ଖୋଲ ଓ ଲଣ୍ଡାଗାଁରେ ଥିବା କେତେକ…

ଅନୁଗୁଳଆମ ରିପୋଟରଜିଲ୍ଲା

ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବାତ୍ୟା ସତର୍କତା ।

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଆଜି ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ସମଲ ପୋଲିସ…