ସମାଜସେବୀ ଚିନ୍ମୟୀ ଦାସଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନା ସମୟରେ ଅସହାୟ ବ୍ୟକ୍ତି ମାନଙ୍କ ସହାୟତା ସହିତ ମୃତକଙ୍କ ଶବ ସତ୍କାର କରି ଚର୍ଚ୍ଚାକୁ ଆସିଛନ୍ତି ସମାଜସେବୀ ଚିନ୍ମୟୀ ଦାସ . ପିପିଇ କିଟ ପିନ୍ଧି କରୋନା ମୃତକଙ୍କ ଅନ୍ତିମ ଯାତ୍ରାର ସାଥି ପାଲଟିଥିବା ଚିନ୍ମୟୀଙ୍କୁ ଟୁଇଟ କରି ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ .

Leave a Reply

Your email address will not be published. Required fields are marked *