ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ଜୟଗୋପାଳ ସାହିରେ ଶନିଦେଵ ମହାପ୍ରଭୁଙ୍କର ବିଗ୍ରହ ପତିଷ୍ଠା !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରୀତିନୀତି ପରମ୍ପରା ଅନୁଯାୟୀ ଶନିଦେଵଙ୍କର ବିଗ୍ରହ ସ୍ଥାପନ . ଢେଙ୍କାନାଳ ଜୟଗୋପାଳ ସାହିରେ ଶନିଦେଵ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଶିକ୍ଷା ଏମିତି ଏକ ଅସ୍ତ୍ର ଯାହାକୁ ପ୍ରୟୋଗ କରି ସାରା ବିଶ୍ୱ କୁ ପରିବର୍ତ୍ତନ କରା ଯାଇପାରେ : ଅଂଶୁମାନ ପ୍ରିୟ ଦର୍ଶନ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର ଦେଶ ମହାମାରୀ କରୋନା ରେ କବଳିତ ଥିବାରୁ ସବୁ କିଛି ଠପ…

ଆମ ରିପୋଟରଗଜପତିଜିଲ୍ଲା

ଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ପାରଳା ବିଧାୟକ କେ. ନାରାୟଣ ରାଓ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମ ଗାଇବା, ତାମରଡ଼ା ଚିପୁରୁପାଲି ଓ ବଡ଼ଗୁଡା…

ଅନୁଗୁଳଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରଯାଜପୁର

ଗୁଜବ ରୁ ଦୂରରେ ରହିବା ପାଇଁ ସୂଚନା ଦେଲେ ଏସଆରସି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ତାଲାବନ୍ଦ କଟକଣା ଲାଗୁ କରିଥିବା…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ ଓ କୋର୍ଟ ଚାଲାଣ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ…

ଅନୁଗୁଳଆମ ରିପୋଟରଜିଲ୍ଲା

ପରଲୋକରେ ସାମ୍ବାଦିକ ସମାଜ ସେବୀ ପ୍ରଦୀପ ଘିୱାଲା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଆଠମଲ୍ଲିକ ର ବିଶିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ପ୍ରଦୀପ ଘିୱ।ଲା ଙ୍କର…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ପୋଲିସ ରଖୁ ନାହିଁ ଅଭିଯୋଗ – ଗଣମାଧ୍ୟମ ଆଗରେ ଦୁଃଖ କହିଲେ ସୁରେଶ !

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୋଲିସ ରଖୁ ନାହିଁ ଅଭିଯୋଗ – ଗଣମାଧ୍ୟମ ଆଗରେ ଦୁଃଖ କହିଲେ ସୁରେଶ…