ଆମ ରିପୋଟରକଟକଜିଲ୍ଲା

ସାମାଜିକ ସଂଗଠନ ସୁପ୍ରତିଭା ଓ ଗୁଂଜର ପକ୍ଷରୁ ଜନସେଵା ।

କଟକ ( ଆୱାଜ ମିଡ଼ିଆ ) ପ୍ରିୟବ୍ରତ ପଟ୍ଟନାୟକ : ରାଜ୍ୟର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୁପ୍ରତିଭା ଓ ନୂଆଦିଲ୍ଲୀ ସ୍ଥିତ ଗୁଂଜର ମିଳିତ ସହଯୋଗରେ ରାହତ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଅଭିଯୋଗ ପରେ ରାତି ଅଧିଆ ଲାଗିଲା ସୂଚନା ଫଳକ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଂଚାୟତ ଅଧିନସ୍ଥ ଘୋଡ଼ାବର ଗ୍ରାମରେ ଗାଧୁଆ ତୁଠ କାର୍ଯ୍ୟ…

ଆମ ରିପୋଟରକଟକଜିଲ୍ଲା

ଆରପାରିରେ ଆଦର୍ଶ ମହିଳା ପଦ୍ମାବତୀ ପରିଡା : ବମ୍ବୁରୀରେ ଶୋକ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ କନ୍ଦରପୁର ପଂଚାୟତ ଉପକଣ୍ଠ ବମ୍ବୁରୀ ଗ୍ରାମର ଧର୍ମପ୍ରାଣା ମହିଳା, ମିଷ୍ଟଭାଷୀ…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ସରକାର ଲୁଚାଉଛନ୍ତି କୋଭିଡ ମୃତ୍ୟୁ ତଥ୍ୟ : ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଜିଲ୍ଲା କଂଗ୍ରେସ ର ଧାରଣା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାରେ ପ୍ରକୃତ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ତଥ୍ୟକୁ ଲୁଚା ଯାଉଥିବା ଅଭିଯୋଗରେ ନୟାଗଡ…

ଆମ ରିପୋଟରକଟକଜିଲ୍ଲା

ରାସ୍ତାର ଉନ୍ନତିକରଣ ପାଇଁ ଦାବି କଲେ ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା କିଶନନଗର ଥାନା ଅଧିନସ୍ଥ ଶିର୍ଲୋ ଠାରୁ କିଶନନଗର ନଦୀବନ୍ଧ ରାସ୍ତା ମରଣଯନ୍ତା…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

ମାଣିବନ୍ଧ ଜଙ୍ଗଲରୁ ମଦ ପୋଚ ଜବତ !!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ନିକଟସ୍ଥ ଏକଡାଳିଆ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ସମୟରେ…

ଆମ ରିପୋଟରକଟକଜିଲ୍ଲା

ନାଟ୍ୟଗୁରୁ ଅଶୋକ କୁମାର ପଟ୍ଟନାୟକଙ୍କୁ ପଵିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବିଭିନ୍ନ ମହଲରୁ ଜନ୍ମଦିନର ଅଭିନନ୍ଦନ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସରସ୍ବତୀ କଳା ପରିଷଦ କଳାବିହାର କନ୍ଦରପୁର କଟକ ଜିଲ୍ଲାର ସମ୍ପାଦକ…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କରୋନା ନିୟମକୁ ପାଳନ କରାଯାଇ ସ୍ୱଳ୍ପ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସୁକିନ୍ଦାଗଡ଼ ସ୍ଥିତ ଛଅ ସହ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ମହିଳା ମାନଙ୍କୁ କାମ ଯୋଗାଣ ଏବଂ ଋଣ କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପୁଣି ସାମ୍ନାକୁ ଆସିଲା ବଡ଼ ଧରଣର ଠକେଇ । କେନ୍ଦ୍ରାପଡା ବଣିଆମାଳ ଠାରେ ରାଜଲକ୍ଷ୍ମୀ…